ଆଜି କଟକ ରେ ବାଦାମବାଡ଼ି ପୋଲିସ ଚାରି ଜଣ ଫଳ ବେପାରୀ କୁ ଗିରଫ କଲେ. ଜଣେ ମହିଳା ଫଳ ବାଛି କଳା ଜରିରେ ଓଜନ କରି ପଇସା ଦେଇ ଘରକୁ ଆସି ଦେଖିଲା ବେଳକୁ ଅଧା ସେଥିରୁ ପଚା. ମହିଳା ଜଣକ ଥାନାରେ ଅଭିଯୋଗ କଲାପରେ ପୋଲିସ ଘଟଣାର ଅନୁଧ୍ୟାନ କରି ଚାରିଜଣକୁ ଗିରଫ କଲେ. ଯାହା ଲୋକଙ୍କୁ ପଚାରିଲେ ଲୋକେ କୁହନ୍ତି ଏହା କିଛି ନୂଆ କଥା ନୁହେଁ ଏମାନେ ପ୍ରାୟତଃ ସବୁଦିନ ଏହିପରି କରିଆସୁଛନ୍ତି.. ଫଳ ବଜାର ର ସଭାପତି କହିଲେ ଫଳ ପେଟିରେ ବହୁତ ପଚା ଫଳ ବାହାରେ ଯଦି କିଏ ଦେଇଥିବ ସିଏ ନିଶ୍ଚିତ ଭୁଲ କରିଛି.. ଦଣ୍ଡ ମିଳିବା ଦରକାର.. ଜନସାଧାରଣ ଏପରି ପୋଲିସ ର ଆକ୍ସନ ମୁଡ଼ କୁ ପ୍ରଶଂସା କରିଛନ୍ତି.

Read More

ବିଏମସିର ନୂତନ କୋଠା ଉଦଘାଟନ

ବିଏମସିର ନୂତନ କୋଠା ଉଦଘାଟନ ପରେ ଆସନ୍ତା ୨୦ ତାରିଖରେ ପ୍ରସ୍ତାବିତ କର୍ପୋରେସନ ବୈଠକ ନୂତନ ସମ୍ମିଳନୀ କକ୍ଷରେ ହେବାକୁ ଥିବା ସୂଚନା ମିଳିଛି। ସେହିଭଳି କଳ୍ପନା ଛକରୁ ବିଏମସି ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ସାମନ୍ତରାପୁରଠାରେ ଭଡାରେ ଚାଲିଥିବା ବିଏମସିର…

Read More

ଦୁଇଦିନିଆ ଷ୍ଟାର୍ସ ସମୀକ୍ଷା ବୈଠକ

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଦୁଇଦିନିଆ ଷ୍ଟାର୍ସ ସମୀକ୍ଷା ବୈଠକ। ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୬ଟି ରାଜ୍ୟର ଶିକ୍ଷା ସଚିବ ହେବେ ସାମିଲ। ସ୍କୁଲ ଶିକ୍ଷାକୁ ମଜବୁତ୍ କରିବା , ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ!.

Read More

Aadi Mahotsav

Prime Minister Narendra Modi will inaugurate "Aadi Mahotsav", the mega National Tribal Festival today at 10:30 AM at Major Dhyan Chand National Stadium in Delhi.

Read More

ବସ୍ ସହିତ ଧକ୍କା

ବୁଧବାର ସକାଳେ ପାନାମାର ପଶ୍ଚିମ ଭାଗରେ ଏକ ବସ୍ ଘାଇକୁ ଖସି ବେଳେ ଅତି କମରେ ୩୯ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଥିଲେ। ତେବେ ବସ୍‌ରେ ଥିବା ଯାତ୍ରୀମାନେ କେଉଁ ଦେଶର ନାଗରିକ…

Read More

Flood-ravaged New Zealand hit by earthquake of magnitude 6.1

A powerful, magnitude 6.1 earthquake struck New Zealand on Wednesday. The tremors were felt at 19:38:07 (local time), the European-Mediterranean Seismological Centre (EMSC) confirmed. By India Today Web Desk: An…

Read More

ସବୁଠୁ ବଡ଼ ବିମାନ ଡିଲ୍‌: ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ

ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ। ଏଥିପାଇଁ ହୋଇଛି ଶହେ ବିଲିୟନ୍ ଡଲାରର ଡିଲ୍। ବିମାନ ଚଳାଚଳ କ୍ଷେତ୍ରରେ ଏହା ସବୁଠାରୁ ବଡ ଡିଲ୍ ବୋଲି କୁହାଯାଉଛି। ଡିଲ୍ ମୁତାବକ ଏୟାର ଇଣ୍ଡିଆ, ଫ୍ରାନ୍ସ କମ୍ପାନୀ ଏୟାରବସ୍ ଏବଂ ଆମେରିକା…

Read More