ଆଜିଠୁମାଟ୍ରିକପରୀକ୍ଷା

  ଆଜିଠୁ ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା । ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫,୪୧,୨୪୭ ପରୀକ୍ଷାର୍ଥୀ । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ।

Read More

ପୁଣି ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୧

ପୁଣି ଥରିଲା ଆଫଗାନିସ୍ତାନ। ଶୁକ୍ରବାର ସକାଳେ ଆଫଗାନିସ୍ତାନର ଫୌଜାବାଦରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଭୂକମ୍ପ ଯୋଗୁ…

Read More

ପ୍ରମୁଖ ଓଡ଼ିଆ ସମ୍ବାଦପତ୍ର .ଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ। ମାର୍ଚ୍ଚ ୧୩ରେ ହେବାକୁ ଥିବା United States International Visitor Leadership programme (IVLP) ରେ ଭବାନୀ ଯୋଗ ଦେବେ।

ବରିଷ୍ଠ ଖବରଦାତା ଭବାନୀ ଶଙ୍କର ତ୍ରିପାଠୀ , (Deputy General Manager (News) and Bureau Chief of the Sambad) , ପ୍ରମୁଖ ଓଡ଼ିଆ ସମ୍ବାଦପତ୍ର .ଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ।…

Read More

ଏବେ କ୍ରିପ୍ଟୋକରେନ୍ସୀ ଉପରେ ବି ଲାଗୁ ହେବ ଭାରତର ମନି ଲଣ୍ଡ୍ରିଂ ଆଇନ୍‌।

ନୂଆଦିଲ୍ଳୀ, ୦୮/୦୩: ଏବେ କ୍ରିପ୍ଟୋକରେନ୍ସୀ ଉପରେ ବି ଲାଗୁ ହେବ ଭାରତର ମନି ଲଣ୍ଡ୍ରିଂ ଆଇନ୍‌। ଏନେଇ ବୁଧବାର ଭାରତ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଭର୍ଚୁଆଲ ଡିଜିଟାଲ ଏବଂ fiat କରେନ୍ସୀ (ବିଶ୍ବରେ ବ୍ୟବହୃତ…

Read More

ବଲିଉଡ୍ ଅଭିନେତାଙ୍କ ସହ ଚିଠି ଦିଆନିଆ : ୨୫ରୁ ଅଧିକ ନାମୀଦାମୀ ତାରକାଙ୍କ ଫଟୋ ଓ ଚିଠି ସାଇତିଛନ୍ତି ବିଜୟିନୀ

ବଲିଉଡ୍ ଅଭିନେତାଙ୍କ ସହ ଚିଠି ଦିଆନିଆ : ୨୫ରୁ ଅଧିକ ନାମୀଦାମୀ ତାରକାଙ୍କ ଫଟୋ ଓ ଚିଠି ସାଇତିଛନ୍ତି ବିଜୟିନୀ ଆଜିର ମୋବାଇଲ୍‌ ଏବଂ ଇଣ୍ଟର୍‌ନେଟ୍‌ ଯୁଗରେ ହାତଲେଖା ଚିଠି ଦୁଷ୍ପ୍ରାପ୍ୟ ହୋଇଗଲାଣି। ମନର ଭାବ, ବନ୍ଧୁତାର ଅନୁଭବ ଆଉ ବାର୍ତ୍ତା…

Read More

ହେପାଜତକୁ ନେବା ଓ ଗିରଫ କରିବା ମଧ୍ୟରେ କ’ଣ ଥାଏ ପାର୍ଥକ୍ୟ?

ହେପାଜତକୁ ନେବା ଓ ଗିରଫ କରିବା ମଧ୍ୟରେ କ'ଣ ଥାଏ ପାର୍ଥକ୍ୟ? କ'ଣ ଏହି ନ୍ୟାୟିକ କଷ୍ଟିଡି. ମାର୍ଚ୍ଚ ୬ରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୨୦ ଯାଏ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଦିଲ୍ଲୀର…

Read More

ରାଜ୍ୟରେ ପ୍ରତିଷ୍ଠା ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହୋଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟ ଅଧିନକୁ ୧୫୦ରୁ ଅଧିକ କଲେଜ ଆସିବେ । ପ୍ରତ୍ୟେକ କଲେଜ ଓ ପାଠ୍ୟକ୍ରମ ପାଇଁ ଏକକ ଶିକ୍ଷାନୀତି, ପରୀକ୍ଷା କାର୍ଯ୍ୟକାରୀ ହେବ । ଏଥିସହିତ ମେଡିକାଲ…

Read More

ପାରାଦୀପ ସମୁଦ୍ର ରେ ଗୁପ୍ତଚର ପାରା ।

ପାରାଦୀପ - ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର। ପାରା ଦେହରେ ଲାଗିଛି କ୍ୟାମେରା ଓ ଚିପ୍ । ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ ଲେଖାକୁ ନେଇ ସନ୍ଦେହ। କୋଣାର୍କ ନିକଟ ଗଭୀର ସମୁଦ୍ରରେ ସାରଥୀ ନାମକ ଟ୍ରଲର…

Read More