ଆଜିର ଭାଗବତ ବାଣୀ…….

🙏🌸🌺 ଆଜିର ଭାଗବତ ବାଣୀ 🌺🌸🙏 ➖➖➖➖➖➖➖➖➖➖➖➖ ଥରେ ଏକ ଯୁଦ୍ଧରେ ଦେବତାମାନେ ଅସୁରମାନଙ୍କଦ୍ୱାରା ପରାସ୍ତ ହୋଇଥିଲେ । ଅସୁର ମାନଙ୍କଦ୍ୱାରା ଯନ୍ତ୍ରଣା ପାଇ ସେମାନେ ରାଜା ମୁଚୁକୁନ୍ଦଙ୍କ ସାହାଯ୍ୟ ଲୋଡ଼ିଥିଲେ ।      ରାଜା ମୁଚୁକୁନ୍ଦ ସେମାନଙ୍କୁ ସାହାଯ୍ୟ…

Read More

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ…….

୧୦ ଦଫା ଦାବିରେ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ, ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡାରେ ପୂରା ପ୍ରଭାବ, ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି ଶହ ଶହ ସଂଖ୍ୟାରେ ଡ୍ରାଇଭର, ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡାରେ ଗାଡ଼ି ଚଳାଚଳ ଠପ୍‌ .....

Read More

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିମନ୍ତେ କିଛି…….

ହେବାକୁ ଚନ୍ଦନ ଲାଗି ତୁମର ହେ ଆଣିଚି ତୁଳସୀ ଫୁଲର କଢ଼ି ଅପେକ୍ଷାରେ ତୁମ ଶ୍ରୀ ମନ୍ଦିରେ ମୁହିଁ ଦିଅ ନାହିଁ ପ୍ରଭୁ ମୁହଁକୁ ମୋଡ଼ି🙏 ସେବକଟି ପ୍ରଭୁ ତୁମ ଶ୍ରୀ ମନ୍ଦିରେ ସେବା ପାଇଁ ସଦା ରହିଛି ଚାହିଁ ନିଦ୍ରା…

Read More

ଓଡ଼ିଆ ବୈଜ୍ଞାନିକ ଜ୍ୟୋତ୍ରିମୟୀ ମହାନ୍ତି ଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ର ଅଭିନନ୍ଦନ ।

ଭୁବନେଶ୍ୱର ତା ୧୫-୦୩-୨୦୨୩ ଭାବ ପରମାଣୁ ଗବେଷଣା କେନ୍ଦ୍ର, ମୁମ୍ବାଇରେ ଗବେଷଣାରତ ଓଡ଼ିଆ ବୈଜ୍ଞାନିକ ଜ୍ୟୋତ୍ରିମୟୀ ମହାନ୍ତି ହେଉଛନ୍ତି ଇଣ୍ଡିଆରୁ ଏକମାତ୍ର ବୈଜ୍ଞାନିକ ଯିଏ କି ଇଣ୍ଟରନେସନାଲ ୟୁନିଅନ୍ ଅଫ୍ ପିଓର୍ ଆଣ୍ଡ ଆପ୍ଲାଏଡ କେମେଷ୍ଟ୍ରୀ ଦ୍ଵାରା ପୁରସ୍କୃତ ଓ ସମ୍ମାନିତ…

Read More

ମଦ୍ୟପ ଯୁବକର ଅମାନୁଷିକ କାର୍ଯ୍ୟ … ଗୋଡ଼ାଇ ଗୋଡ଼ାଇ ସ୍କୁଲ ଛୁଆଙ୍କୁ ମାଡ଼ ମାରି ଶିକ୍ଷୟତ୍ରୀଙ୍କୁ ହାଣିଲା।

ମଦ୍ୟପ ଯୁବକର ଅମାନୁଷିକ କାର୍ଯ୍ୟ ... ଗୋଡ଼ାଇ ଗୋଡ଼ାଇ ସ୍କୁଲ ଛୁଆଙ୍କୁ ମାଡ଼ ମାରି ଶିକ୍ଷୟତ୍ରୀଙ୍କୁ ହାଣିଲା। କେନ୍ଦୁଝର ସଦର ଭାଲିଆଡିହି ଅଞ୍ଚଳରେ ଆଜି ଏହି ଅମାନୁଷିକ ବର୍ବର କାର୍ଯ୍ୟ ଦେଖିବାକୁ ମିଳିଛି। ଭାଲିଆଡିହି ଉଚ୍ଚ ବିଦ୍ୟାଳୟରେ ପାଠ ପଢା ଚାଲି…

Read More

ଶିମିଳିପାଳ ଅଭୟାରଣ୍ୟରେ ବ୍ୟାପିବାରେ ଲାଗିଛି ଜଙ୍ଗଲ ନିଆଁ ।

ଶିମିଳିପାଳ ଅଭୟାରଣ୍ୟରେ ବ୍ୟାପିବାରେ ଲାଗିଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ପୋଡ଼ାଡିହା, ପଥରଖଣି, ବେଗୁନାପଟା ଅଞ୍ଚଳରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ବନ ବିଭାଗ ନିଆଁ ଲିଭାଇବାକୁ ପ୍ରୟାସ କରୁଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Read More

May your every moment be blessed……

We learn something from everyone who passes through our lives. Some lessons are painful, some are painless, but all are priceless. Learn the art of turning 'why' into 'why not'…

Read More

ସରକାରୀ ସ୍କୁଲ ରେ ପିଲାମାନେ ଫ୍ରି ରେ ନ ପଢି ବର୍ତମାନ ଘରେଇ ସ୍କୁଲ ରେ ମାସକୁ ପାଞ୍ଚ ହଜାର ଦେଇ ପାଠପଡେଇ ଅଭିଭାବକ ମନେ ଆନ୍ଦୋଳନ କରି କହୁଛନ୍ତି ଦରଦାମ ବଢ଼ିଗଲାଣି…….

ସତରେ କ'ଣ ଦରଦାମ ବଢିଛି???? 10,000 ଟଙ୍କା ମୂଲ୍ୟର ଆଣ୍ଡ୍ରଏଡ୍ ଫୋନ୍ ଛାଡି ଲୋକେ ଲକ୍ଷେ ଟଙ୍କା ମୂଲ୍ୟର ଆଇ ଫୋନ୍ କିଣୁଛନ୍ତି। ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!! ସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ ମାସକୁ ଫ୍ରୀ ଶିକ୍ଷା ଦେବା ପରିବର୍ତ୍ତେ…

Read More

ବାଲେଶ୍ବର ଆକାଶରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ।

ବାଲେଶ୍ବର ଆକାଶରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ। କୋଠାଘର ଥରିବା ସାଙ୍ଗକୁ ହଲିଲା କବାଟ, ଝରକା। ଶବ୍ଦ କେଉଁଠୁ ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ!.

Read More

ଅପ୍ରିୟ କଥା । ମାନନ୍ତୁ ବା ନମାନ୍ତୁ ??କିନ୍ତୁ ମହାପୁରୁଷଙ୍କ ବାଣୀ ସତ ହେଇଛି ।

ମହାପୁରୁଷ ମାନେ ସତର୍କ ବାଣୀ କରି ଦେଇଛନ୍ତି । ଆମର ପଞ୍ଚସଖା ଆଗତ ଭବିଷ୍ୟତ ବାଣୀ କରି ଖଣ୍ଡ ପ୍ରଳୟକୁ ଗାଣିତିକ ଠାରରେ ବୁଝେଇ ଦେଉଛନ୍ତି । ଆଜିବି ଆମେ ସେ ଠାର ସମ୍ପୂର୍ଣ୍ଣ ରୂପେ ବୁଝିବା କଷ୍ଟ। ନେମାଳ ଗାଦୀ…

Read More