କୁରୁକ୍ଷେତ୍ର ଯୁଧ୍ୟରେ ଅର୍ଜୁନ ଜିଜ୍ଞାସୁ ହୋଇ ଶ୍ରୀକୃଷ୍ଣ ଙ୍କୁ ସନ୍ୟାସ ଓ ତ୍ୟାଗ ବିଷୟରେ ଅଧିକ ଜାଣିବାକୁ ଚାହିଁଥିଲେ. ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ ଯେତେବେଳେ କାମନା ର ଅନ୍ତ ଘଟେ ସେତେବେଳେ ତ୍ୟାଗ ଆସେ ଓ ସନ୍ୟାସ ଆପେ ଆପେ ଆସିଯାଏ…….

🌸🌻🌹 ଆଜିର ଗୀତା ମାହାତ୍ମ୍ଯ 🌹🌻🌸 ➖➖➖➖➖➖➖➖➖➖➖➖ 🎪 କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଓଁ, ତତ୍‌, ସତ୍ ଶବ୍ଦର ଅର୍ଥ ବୁଝାଇବା ସହ ଶ୍ରଦ୍ଧାହୀନ ଭାବେ ଯେ କୌଣସି ଶୁଭକର୍ମ କଲେ ମଧ୍ୟ ତାହା ଇହକାଳ ଓ ପରକାଳରେ…

Read More

ଆଜି ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର କୁ ପୁରିଛି 75 ବର୍ଷ ଆଜି ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ତେଣୁ ହାପି ବାର୍ଥ ଡେ ଭୁବନେଶ୍ୱର……

ରାତି ପାହି ସକାଳ ହେଲେ, ସୁରୁଜ ଉଇଁଲେ, ନିଦରୁ ଉଠେ ଭୁବନେଶ୍ୱର । ଗାଡି ମୋଟରର କେଁ କାଁ ଶବ୍ଦ, ଅଜଗର ଭଳି ଶୋଇ ରହିଥିବା ରାଜଧାନୀର ନିଦ ଭାଙ୍ଗିଦିଏ । ଆଉ ତାପରେ… ସକାଳର ଖବରକାଗଜ , ଓମଫେଡର ଉଷୁମ…

Read More

କମିଶନରେଟ ପୋଲିସ ତରଫରୁ ପୁଣି ଜବରଦସ୍ତ ଆହ୍ୱାନ ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼ ଏବଂ ସରକାରୀ ଜମିରେ ଘର କରିଥିଲେ ଆମେ ଗୁଣ୍ଡ କରିବୁ……

ଭୁବନେଶ୍ୱର 12/4 //କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଭୁବନେଶ୍ୱର ରେ କମିଶନରେଟ ପୁଲିସ ତରଫରୁ ଜୋରଦାର ଆକ୍ସନ. କିଛି ଦିନ ତଳେ ନୂଆପାଲୀ ରେ ବାଉନ୍ସର ଗ୍ୟାଙ୍ଗ ଦ୍ୱାରା ରାତି ଅଧରେ ଘର ଭଙ୍ଗା ପରିପେକ୍ଷୀରେ ବାଉଁଶର ଗ୍ୟାଙ୍ଗ…

Read More

ମାଟିରେ ମିଶିଲା ରାଘବ ଘର…….

-ବାଉନ୍ସର ଗ୍ୟାଙ୍ଗର ମୁଖ୍ୟ ରାଘବ ଜେନାର ଘର ଭାଙ୍ଗିଲା ପ୍ରଶାସନ -ଭୁବନେଶ୍ବର ଝାଡ଼ପଡ଼ାରେ ଘର ଭାଙ୍ଗିଲା ଏନ୍‌ଫୋର୍ସମେଣ୍ଟ ବିଭାଗ -ସରକାରୀ ଜମିରେ ଥିବା ରାଘବ ସହ ଅନ୍ୟମାନଙ୍କ ଘର ବି ଭାଙ୍ଗିଲା -ନୟାପଲ୍ଲୀ ଦୋକାନ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଘବ

Read More

ଓଡିଶା ରେ ଯେତେପ୍ରକାର ଜାଲିଆ ଅଛନ୍ତି. ବର୍ତମାନ ସେମାନଙ୍କୁ ପୋଲିସ ଇଓଡ଼ବ୍ଲୁ ଵାଲା ଗୋଡେଇ ଗୋଡେଇ ଘରୁ ଉଠାଉଛନ୍ତି ଯେମିତି ଦୁଇ ଦିନ ତଳେ ଭୁବନେଶ୍ୱର ରେ ଆଠ ଜଣଙ୍କ ରେକର୍ଡଭୁକ୍ତ ଜମିକୁ ଜାଲିଆତି କରି ବିକିଥିଲେ ସବୁ ବନ୍ଧା ହେଲେ..

ଭୁବନେଶ୍ୱର..//ଘଟଣା ଟି ଘଟିଛି ଖୋଦ ଭୁବନେଶ୍ୱର ତହସିଲ ଓ ସବ ରେଜେଷ୍ଟ୍ରି ଅଫିସରେ ଥିବା ମୋହରିର ଅନ୍ତର୍ଯ୍ୟାମୀ ସେନାପତି ଓ ତାଙ୍କ ସହଯୋଗୀ ଅନନ୍ତ ପ୍ରଧାନ ଙ୍କ କାଣ୍ଡ କାରନାମା ବଳରେ କେନ୍ଦ୍ରାପଡ଼ା ଅଞ୍ଚଳର ଲିପିକା ଦାସ ଙ୍କ ଖୋର୍ଦ୍ଧା ଜିଲ୍ଲା…

Read More

🙏🌸🌻 ଆଜିର ଗୀତା ଶ୍ଲୋକ 🌻🌸🙏 ➖➖➖➖➖➖➖➖➖➖➖➖

. 🙏🌸🌻 ଆଜିର ଗୀତା ଶ୍ଲୋକ 🌻🌸🙏 ➖➖➖➖➖➖➖➖➖➖➖➖ ⚜️ ଯୋ ମାମଜମନାଦିଂ ଚ ବେତ୍ତି ଲୋକମହେଶ୍ୱରମ୍। ⚜️ ଅସମ୍ମୂଢ଼ଃ ସ ମର୍ତ୍ୟେଷୁ ସର୍ବପାପୈଃ ପ୍ରମୁଚ୍ୟତେ। . 🔔 ଅର୍ଥାତ 🔱 କୌଣସି ବ୍ୟକ୍ତି ନିଜ ଉଦ୍ୟମରେ ଭଗବାନଙ୍କୁ ଜାଣିପାରିବ ନାହିଁ…

Read More

ଆଜି ଛେନାପୋଡ଼ ଦିବସ ଉପଲକ୍ଷେ ଓଡିଶା ରେ କୋଣ ଅନୁକୋଣ ରେ ପାଳିତ ହେଉଛି… ଏକଦା 1930 ମସିହାରେ ସ୍ବର୍ଗତ ସୁଦର୍ଶନ ସାହୁ ଙ୍କ ଦ୍ୱାରା ଜନ୍ମ ଲାଭ କରିଥିବା ଛେନାପୋଡ଼ ଖାଇବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ନୟାଗଡ ଯାଇଥିଲେ ସୁଦର୍ଶନ ବାବୁ ଙ୍କ ଦୋକାନକୁ……

📝ଓଡ଼ିଶାରେ ଖାଦ୍ୟ ଓ ପର୍ବପର୍ବାଣି ପରସ୍ପର ପରିପୂରକ। ଓଡ଼ିଆ ଖାଦ୍ୟ ସମ୍ଭାରରେ ମିଠା ଏକ ଅଭିନ୍ନ ଅଙ୍ଗ। ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରୁ ମିଠା, ପିଠା କେବଳ ତେତିଶ ପ୍ରକାର। ରାଇଜର ମଉଡ଼ମଣି ଯଦି ମିଠା…

Read More

Further updates on trap of Sri Santanu Kumar Mallik, BEO (Block Education Officer) Hindol, Dist- Dhenkanal. Following the trap, cash Rs 11,10,370/- recovered during search at his Bhadrak residence and Rs 82,000/- from his Hindol residence (total cash Rs11.92 lakh). Searches continuing……..

Today i.e on 11.04.2023, short while ago, Sri Santanu Kumar Mallik,BEO (Block Education Officer) Hindol, Dist-Dhenkanal has been apprehended by Odisha Vigilance while demanding and accepting bribe Rs.10,000/- from a…

Read More

ପୁଣି ବର୍ତମାନ କଟକ ରେ ବିଭିନ୍ନ ପ୍ରକାର ର ଜାଲିଆ ଜାଲ ଧରି ବୁଲିଲେଣି ନୂଆ ହେଉଥିବା ନେତାଜୀ ବସ ଟରମିନାଲ ରେ ଦୋକାନ ଘର ଯୋଗାଇ ଦେବାକୁ କହି 12 ଜଣଙ୍କ ଠାରୁ 14 ଲକ୍ଷ୍ୟ 40 ହଜାରେ ନେଇ ଫେରାର ହେବା ପରେ ଲୋକ ମାଡ଼ିବସିଲେ……

କଟକ. (ବିଶେଷ ସମ୍ବାଦଦାତା) କଟକ ବାଦାମବାଡ଼ି ଠାରେ ଥିବା ପୁରୁଣା ବସ ଷ୍ଟାଣ୍ଡ ରେ ବିଭିନ୍ନ ସମସ୍ୟା ଓ ଅସୁବିଧା ହେତୁ ସରକାର ଏକ ସୋତନ୍ତ୍ର ଅତ୍ୟାଧୁନିକ ବସ ଟରମିନାଲ ର ଯୋଜନା କରି ସ୍ଥାନୀୟ ଖାନନଗର ଠାରେ ପ୍ରତିଷ୍ଠା କଲେ.…

Read More

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ସାମ୍ବାଦିକ ସମ୍ମିଳନୀ।

ଆଜି ଓଡିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ସଂଘ ର ସଭାପତି ଶ୍ରୀ ଦଶରଥ ଦାସ ଙ୍କ ସଭାପତିତ୍ବରେ କଟକ ଜିଲ୍ଲା ସ୍ବାସ୍ଥ୍ୟ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାର ବହୁ ଗଣମାଧ୍ୟମ,…

Read More