ଓଡ଼ିଶାରେ ବହୁତ ଜାଲି ଶିକ୍ଷକ ଧରାପଡିବା ପରେ ଯାଜପୁର ଜିଲ୍ଲାରେ ଶିକ୍ଷକ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ଆରମ୍ଭ ହେଉଥିବାରୁ କେତେ ଜାଲରେ ପଡିବେ ବର୍ତମାନ ପ୍ରକୁର୍ତ୍ତ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା.ଏଠି ପ୍ରଶ୍ନ ଉଠେ ଜାଲିଆ କିଏ ଯିଏ ଚାକିରୀ ଦେଇଥିଲେ ନାଁ ଯିଏ ଚାକିରୀ କରିଛି.

ଦେଶ ସ୍ୱାଧୀନତା ପାଇବା 75 ବର୍ଷ ପାର କଲାଣି ବର୍ତମାନ ଯାହା ଦେଖିବାକୁ ମିଳୁଛି ବିଭିନ୍ନ ବ୍ୟକ୍ତି ଯାହାକୁ ଆମେ ସମାଜରେ ବୁଦ୍ଧିଜୀବୀ ବୋଲି କହୁଛେ ସେମାନଙ୍କ କାଣ୍ଡ କାରନାମା ଓ ସରକାର କିମ୍ବା ସରକାରୀ ବାବୁ ମାନଙ୍କ ଅବାନ୍ତର ସମୀକ୍ଷା…

Read More

ଚଳିତ ଆର୍ଥିକ ବର୍ଷ ରେ ରେଳ ବିଭାଗ ର ଆୟ ଯଥେଷ୍ଟ ଅଧିକା ହେଇଛି. ରେକଡ଼ ସୃଷ୍ଟି କଲା. ଦେଖନ୍ତୁ କେତେ ଆୟ କରିଛି ରେଳ ବିଭାଗ

*ରେକର୍ଡ ଭାଙ୍ଗିଛି ରେଳ ରୋଜଗାର : ଚଳିତ ବର୍ଷରେ ଏତିକି କୋଟି ରାଜସ୍ୱ ସଂଗ୍ରହ , ମାଲ ପରିବହନରୁ ଆୟ* ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ରେଳ ବିଭାଗର ରୋଜଗାର ରେକର୍ଡ ସ୍ତର ପହଞ୍ଚିଛି । ଏହି ବର୍ଷରେ ରେଳବାଇର ଆୟ…

Read More

କ୍ଷମତା ଦଖଲ କରିବାକୁ ସୁଦାନ ରେ ଭୟବହ ପରିସ୍ଥିତି.200ଲୋକଙ୍କ ମୁର୍ତ୍ତୁ ଆଶଙ୍କା. ଦେଶରେ ଅଶାନ୍ତବାତାବରଣ କୁ ଦେଖି ଭାରତୀୟ ମାନଙ୍କୁ ଘରେ ରହିବାକୁ ପରାମର୍ଶ. ଆଗକୁ କଣ ହେବ ସମସ୍ତେ ଆଶ୍ଚର୍ଯ୍ୟ

💐 *ଶାସନ କ୍ଷମତା ଅକ୍ତିଆର କରିବାକୁ ନେଇ ସୁଦାନରେ ବ୍ୟାପକ ହିଂସାକାଣ୍ଡ; ୨ଶହ ଲୋକଙ୍କ ମୃତ୍ୟୁ , ଘରୁ ନ ବାହାରିବାକୁ ଭାରତୀୟଙ୍କୁ ପରାମର୍ଶ।* *ଅଶାନ୍ତ ହୋଇ ପଡ଼ିଛି ସୁଦାନ । ଶାସନ କ୍ଷମତା ଅକ୍ତିଆର କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି…

Read More

ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୟା ନନ୍ଦ ପଟ୍ଟନାୟକ (ବିଜୁ ବାବୁ ) ଙ୍କ 26 ତମ ଶ୍ରାଦ୍ଧ ଦିବସ. ଜଣେ ମହାନ ଜନ ନାୟକ ଯିଏ ଓଡିଶା ଓ ଓଡ଼ିଆ ମାନଙ୍କ ପାଇଁ ସର୍ବସ୍ୱ ଦାନ କରି ତାଙ୍କଶେଷ ଜୀବନରେ ସ୍ୱପ୍ନ ଓ ବାସ୍ତବ ମାଧ୍ୟ୍ୟରେ ଅତିବାହିତ କରୁଥିବା ବେଳେ ମୃତ୍ୟୁ କୁ ସାମ୍ନା କରନ୍ତି ଓ ତାଙ୍କର ପ୍ରିୟ ଓଡ଼ିଆ ମାନେ ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟାରେ ତାଙ୍କର ମର ଶରୀର କୁ ପୁରୀ ସ୍ୱର୍ଗ ଦ୍ୱାର କୁ ନେଇ ବିଦାୟ ଦିଅନ୍ତି ଯାହା ଆଜି ପର୍ଯ୍ୟନ୍ତ ଏକ ଐତିହାସିକ ଘଟଣା ଭାବେ ସ୍ବର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ…

ସ୍ବପ୍ନ ଆଉ ବାସ୍ତବ ଭିତରେ ଫରକ ବୁଝିବା ଅସମ୍ଭବ. ମଣିଷ ସ୍ବପ୍ନ ଦେଖେ କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଦେଖିଥିବା ସ୍ବପ୍ନ ଟା ସତ ହୁଏନା. ଯାହା ବିଜୁ ବାବୁ ଙ୍କ କ୍ଷତ୍ର ରେ ଘଟିଥିଲା ସେ ଜୀବନରେ ଯାହା ଭାବିଥିଲେ ତାର…

Read More

ସିଧ୍ୟ ଗିରୀ ଆଶ୍ରମ ପକ୍ଷରୁ ମହାପୁରୁଷ ଆଚାର୍ଯ୍ୟ ନାରାୟଣ ଦାସ ଙ୍କ ୧୧ ତମ ମହାପରାୟଣ ଦିବସ ଅନୁଷ୍ଟିତ।

ସିଧ୍ୟ ଗିରୀ ଆଶ୍ରମ ପକ୍ଷରୁ ମହାପୁରୁଷ ଆଚାର୍ଯ୍ୟ ନାରାୟଣ ଦାସ ଙ୍କ ୧୧ ତମ ମହାପରାୟଣ ଦିବସ ଅନୁଷ୍ଟିତ। ଛତିଆ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ ା,୧୭।୪,(ଦର୍ଶନ ସମୀକ୍ଷା) ଶ୍ରୀ ଶ୍ରୀ ସିଦ୍ଧ ଶୈଳ ନିବାସୀ ଅବଧୂତ ମହାପୁରୁଷ ହାଡ଼ି ବନ୍ଧୁ…

Read More

ଆଖି ବେଳେ ବେଳେ ସାକ୍ଷୀର ପରିଚୟ ଦିଏ.ଆଖିରୁ ଜାଣିହୁଏ ଭାବନା ର ଧରା ଛଳ ଛଳ ଆକ୍ଷୀଟିଏ ଦେଖିଲେ କ୍ରୋଧିତ ଟିଏ ଶାନ୍ତ ପଡ଼ିଯାଏ.ପୁଣି ସେଇ ଆଖି ବି ଧୋକା ଦେଇପାରେ ଚିଂହା ଲୋକଟିଏ ଅଚିଂହା ହେଇଯାଏ

  *🥀🌸ଆଖି ସାକ୍ଷୀ* ସୁନ୍ଦର ଆଖି ହଳକ ଥିଲେ ଦୁନିଆ ସାର ବୋଲି ସଭିଏଁ କୁହନ୍ତି। ଏଇ ଆଖି ହଳକ ଅନେକ କଥା ଦେଖିପାରେ ଓ ବୁଝିପାରେ। ଅନେକଙ୍କୁ ବୁଝାଇପାରେ। ଆଖି କାଳେ କଥା ବି କହିପାରେ। ଆଖିର ଅଙ୍କାବଙ୍କା ଚାହଁାଣିରେ…

Read More

ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ବଡ଼ଘୁମୁରି ପଂଚାୟତ ରେ ଥିବା ଧାନମିଲ ରୁ ବାହାରୁଥିବା ଦୂଷିତ ପାଣିରୁ ଚାଷଜମି ନଷ୍ଟ ହେବାକୁ ବସିଲାଣି ଚାଷୀ ମୁଣ୍ଡରେ ହାତଦେଇ ବସିଲେଣି ଶୁଣିବାକୁ କେହିନାହିଁ

ଦର୍ଶନ ସମିକ୍ଷା ୧୪/୪(ବେଦପ୍ରକ ନାୟକ)ବଡ଼ଚଣା ବ୍ଲକ ବଡ଼ଘୁମୁରି ପଞ୍ଚାୟତ ଅନ୍ତର୍ଗତ କଡେଇ ପୋଲ ନିକଟସ୍ଥ ସନ୍ତୁକା ରାଇସ୍ ମିଲ୍ ୩ ଟି ପଞ୍ଚାୟତର ୧୬ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଗୋଟିଏ ପାର୍ଶ୍ୱରେ ଦୀର୍ଘଦିନ ଧରି ଏକ ବ୍ୟବସାୟିକ…

Read More

ଆଜି ପ୍ରବଳ ଖରା ହେଉଥିବାରୁ କଟକ ରେ ବହୁତ ଯାଗାରେ ଆସନ୍ତା କାଲି ଠାରୁ ଜଳ ଯୋଗାଣ କରିବାକୁ ନିଷ୍ପତି ନିଆଯାଇଛି

Read More

ଚାରିବର୍ଷ ତଳେ କଟକ ପୁଲିସ ର ଅପରାଧୀ ଦମନ ପରେ ଅପରାଧୀ ମାନେ ମୁଖ୍ୟ ସ୍ରୋତ କୁ ଆସି ବିଭିନ୍ନ ଷ୍ଟଲ ଖୋଲି ଯାବତ୍ୟ ବ୍ୟବସାୟ କରି ବସୁଥିବାବେଳେ ଭୁବନେଶ୍ୱର ରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୁଦ୍ଧିଜୀବୀ ମାନେ ବର୍ତମାନ ଅପେକ୍ଷାରେ…….

କଟକ ସୋତନ୍ତ୍ର ପ୍ରତିନିଧି  ଅପରାଧୀ ମାନଙ୍କୁ ଦମନ କରିବାରେ କଟକ ପୁଲିସ ଯେମିତି ତିନି ଚାରିବର୍ଷ ତଳୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସଫଳ ହେଇଥିଲା ଯାହାର ଉଦାହରଣ ଆଜିଜଣେ ବୁଦ୍ଧିଜୀବୀ ବାଦାମବାଡ଼ିରେ କହୁଥିଲେ ଯଦି ଜଣେ ରାତି ଅଧରେ କଟକ ସହର…

Read More