ମୁଁ ବାହା ହେବାକୁ ଚାଁହୁଛି ମୋତେ ସଂସାର ତ୍ୟାଗୀ ସାଧୁ କୁହନ୍ତୁ ନାହିଁ… ବର୍ତମାନ ମୋ ପଛେ ପଛେ ଲୋକ ବିଭିନ୍ନ କଥା ଭାବି ଦୌଡୁଛନ୍ତି ମୁଁ ଦୁଇ ଦିନ ପରେ ପ୍ରୟାଗରାଜ ରୁ ପଳେଇବି….ହର୍ଷା ରିଚାରିଆ
ପ୍ରୟାଗରାଜ: ମହାକୁମ୍ଭ ମଧ୍ୟରେ, ହର୍ଷା ରିଚାରିଆ ନାମକ ଜଣେ ମହିଳାଙ୍କ ସାଧ୍ୱୀ ବେଶ ଚର୍ଚ୍ଚାରେ ରହିଛି। ତାଙ୍କ ସୌନ୍ଦର୍ଯ୍ୟ ଯୋଗୁଁ ତାଙ୍କର ଅନେକ ଫଟୋ ଭାଇରାଲ ହେଉଛି। କିଛି ଦିନ ତଳେ ତାଙ୍କୁ ସାଧ୍ବୀ ନକହିବାକୁ କହିଥିଲେ ହର୍ଷା । 'ମୁଁ…