ଶ୍ରୀମଦ ଭାଗବତ କଥା //ଆତ୍ମାକୁ ଆତ୍ମା ଯେବେ ସ୍ମରେ ।ପରମାନନ୍ଦେ ସେ ବିହରେ ।।ଜନ୍ମ ମରଣ ଶୋକ ମୋହ ।ସୁଖ ଦୁଃଖ ଆଦି ସଂଶୟ ।।କେବଳ ମାୟା ଭ୍ରମ ଏହି ।ଏ ଯେ ଜୀବକୁ ଲାଗେ ନାହିଁ
ଏକାଦଶ ସ୍କନ୍ଧ ।୧୨ଶ ଅଧ୍ୟାୟ ।ଜୀବଆତ୍ମାର ତତ୍ତ୍ଵ ଓ ଭକ୍ତ ଓ ଭକ୍ତିର ଲକ୍ଷଣ ।ଆତ୍ମାକୁ ଆତ୍ମା ଯେବେ ସ୍ମରେ ।ପରମାନନ୍ଦେ ସେ ବିହରେ ।।ଜନ୍ମ ମରଣ ଶୋକ ମୋହ ।ସୁଖ ଦୁଃଖ ଆଦି ସଂଶୟ ।।କେବଳ ମାୟା ଭ୍ରମ ଏହି…