ପୁରୀକୁ ବିଶ୍ଵ ଐତିହ୍ୟ ନଗରୀରେ ପରିଣତ କରିବାର ଅଦମ୍ୟ ପ୍ରୟାସ ଆଜି ବାସ୍ତବ ରୂପ ନେଇଛି……. ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ.ତାଙ୍କ ସ୍ବପ୍ନ ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଝଲସି ଉଠିଛି ସାରାବିଶ୍ୱ ପାଇଁ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ ,
ମନେ ହୁଏ ସତେ ତୁମ ଚକା ଆଖି ମୋତେ କି ରହିଛି ଚାହିଁ ଶୟନେ ସପନେ ଅବା ଜାଗରଣେ ଦେଖେ ମୁଁ ଜଗତ ସାଇଁ ଯେତେ ଦେଖିଲେବି ସେ ରୂପ ମାଧୁରୀ ମନ ବୋଧ ହେଉ ନାହିଁ ରତ୍ନସିଂହାସନେ ନୀରବରେ ବସି…