ଇଶ୍ଵର ଙ୍କ ସୃଷ୍ଟିରେ ମନୁଷ୍ୟ ଓ ଆଧ୍ୟାତ୍ମିକ ଗ୍ରନ୍ଥ ମାନଙ୍କର ଚିନ୍ତନ ଭିତରୁ ଯାହା ମିଳେ ବିଶ୍ୱାସ କରିବା ସମୟ ଆସିଯାଇଛି ମନେ ହୁଏ, ଏକ ଉପସ୍ଥାପନା ସମ୍ପାଦକୀୟ ଦର୍ଶନ ସମୀକ୍ଷା
ଇତିହାସ ଯାହା କୁହେ ମନୁଷ୍ୟ ମାନେ ଜଙ୍ଗଲ ରେ ରହୁଥିଲେ,,, ସମ୍ପୂର୍ଣ ଉଲଗ୍ନ,, ପରିବାର ବୋଲି କିଛି ନଥିଲା,, ପଶୁ ପକ୍ଷୀ,, ସହିତ ଅନ୍ୟ ପ୍ରାଣୀ ବର୍ତମାନ ଯେମିତି ବସ ବାସ କରୁଛନ୍ତି ମଣିଷ ବି ଦିନେ ସେମିତି ଥିଲା,, ଧର୍ମ…