Spread the love

ଦମନ ସିଂ (ମନମୋହନ ସିଂଙ୍କ ଦ୍ଵିତୀୟ ଝିଅ ଓ ଓଡ଼ିଆ IPS ଅଶୋକ ପଟନାୟକଙ୍କ ପତ୍ନୀ):
‘ବାପା ବହୁତ ଗରିବୀରୁ ଆସିଥିଲେ। ବିଜ୍ଞାନ ପଢ଼ା ଛାଡ଼ି ଅର୍ଥନୀତି ପଢିଲେ। ପ୍ରାୟ ଟପ୍ପର ହେଲେ।…୧୯୯୧ରେ ପ୍ରଧାନମନ୍ତ୍ରୀ ପି ଭି ନରସିଂହା ରାଓ ସିଧାସଳଖ ବାପାଙ୍କୁ କହିଲେ ତୁମେ ଅର୍ଥ ମନ୍ତ୍ରୀ ହେଉଛ!’
(Book- Strictly Personal: Manmohan and Gursharan)

ଖୁଶବନ୍ତ ସିଂହ: ୧୯୯୯ରେ ଦକ୍ଷିଣ
ଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନରେ ହାରିଗଲେ ମନମୋହନ। ନିର୍ବାଚନ ପାଇଁ କାର ଭଡ଼ା ବାବଦରେ ଖୁଶବନ୍ତଙ୍କଠାରୁ ଧାର ନେଇଥିବା ₹୨ ଲକ୍ଷ ଟଙ୍କା ତୁରନ୍ତ ଫେରାଇ ଦେଇଥିଲେ!
(Book: Absolute Khushwant…)

Leave a Reply

Your email address will not be published. Required fields are marked *