ସରକାର ଙ୍କ ଏକଚାଟିଆ ମନମୁଖୀ କାର୍ଯ୍ୟକ୍ରମ କୁ ବିରୋଧ କରି ବିଧାୟକ ମହମଦ ମୁକିମ ଙ୍କ ଧାରଣା
ଏକାଚାଟିଆ ମନମୁଖୀ ଶାସନ ଭାବେ, ଗଣତନ୍ତ୍ର ନିଜର ପ୍ରଭାବ ବଳରେ ଖୋଲା ଖୋଲି ଉଲଗ୍ନ କରି,ସର୍ବମତି ନ ନେଇ,ମାନ୍ୟବର ବିଧାୟକ ଙ୍କନାମ ନ ରଖି ବାଏମିତିରେ କହିବାକୁ ଗଲେ, ତିନୋଟି ମଣ୍ଡଳ କୁ ନେଇ ସିଏମସି ନିର୍ବାଚନ ହୋଇଥାଏ. କିନ୍ତୁ କଟକ…