୪୧ହଜାରଟପିଲାମୃତ୍ୟୁସଂଖ୍ୟା
-ତୁର୍କୀରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ଟପିଲା୪୧ ହଜାର
-ଭଗ୍ନାବଶେଷ ତଳେ ଏବେ ବି ଅନେକ ମୃତଦେହ ରହିଥିବା ଆଶଙ୍କା

Read More

ଆଜି କଟକ ରେ ବାଦାମବାଡ଼ି ପୋଲିସ ଚାରି ଜଣ ଫଳ ବେପାରୀ କୁ ଗିରଫ କଲେ. ଜଣେ ମହିଳା ଫଳ ବାଛି କଳା ଜରିରେ ଓଜନ କରି ପଇସା ଦେଇ ଘରକୁ ଆସି ଦେଖିଲା ବେଳକୁ ଅଧା ସେଥିରୁ ପଚା. ମହିଳା ଜଣକ ଥାନାରେ ଅଭିଯୋଗ କଲାପରେ ପୋଲିସ ଘଟଣାର ଅନୁଧ୍ୟାନ କରି ଚାରିଜଣକୁ ଗିରଫ କଲେ. ଯାହା ଲୋକଙ୍କୁ ପଚାରିଲେ ଲୋକେ କୁହନ୍ତି ଏହା କିଛି ନୂଆ କଥା ନୁହେଁ ଏମାନେ ପ୍ରାୟତଃ ସବୁଦିନ ଏହିପରି କରିଆସୁଛନ୍ତି.. ଫଳ ବଜାର ର ସଭାପତି କହିଲେ ଫଳ ପେଟିରେ ବହୁତ ପଚା ଫଳ ବାହାରେ ଯଦି କିଏ ଦେଇଥିବ ସିଏ ନିଶ୍ଚିତ ଭୁଲ କରିଛି.. ଦଣ୍ଡ ମିଳିବା ଦରକାର.. ଜନସାଧାରଣ ଏପରି ପୋଲିସ ର ଆକ୍ସନ ମୁଡ଼ କୁ ପ୍ରଶଂସା କରିଛନ୍ତି.

Read More