ଜୁନ ୩ରୁ UG ଆବେଦନ
୨୦୨୪-୨୫ ଶିକ୍ଷାବର୍ଷରେ UG ନାମଲେଖା ନେଇ ବିଜ୍ଞପ୍ତି
ଜୁନ୍ ୩ ଅପରାହ୍ନ ୪ଟାରୁ ଅନଲାଇନ୍ ଆବେଦନ ଆରମ୍ଭ
samsodisha.gov.inରେ ଜୁନ୍ ୧୭ ପର୍ଯ୍ୟନ୍ତ ଆବେଦନ
ଜୁନ୍ ୧୮ରୁ ୧୯ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ!.
ଜୁନ୍ ୨୫ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ
୨୫ରୁ ୨୮ ଯାଏଁ Slide/Freeze/Float ଅପ୍ସନ ଚୟନ କରିପାରିବେ
ଜୁନ୍ ୨୬ରୁ ୨୯ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ
ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ!.
୫ରୁ ୮ ଜୁଲାଇ ଯାଏଁ Slide/Freeze/Float ଅପ୍ସନ ଚୟନ କରିପାରିବେ
ଜୁଲାଇ ୬ରୁ ୯ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ
ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ!.
ରାଜ୍ୟର ୩ ବିଶ୍ୱବିଦ୍ୟାଳୟ ଓ ୩ ସ୍ୱୟଂ ଶାଶିତ କଲେଜରେ ୪ ବର୍ଷିଆ ପାଠ୍ୟକ୍ରମ
-ଇଣ୍ଟିଗ୍ରେଟେଡ୍ ବି.ଏ, ବି.ଇଡି ଏବଂ ବି.ଏସସି ପାଇଁ ନାମଲେଖା!.