ଗତକାଲି ମୁଖ୍ୟମନ୍ତ୍ରୀ ଙ୍କ କେନ୍ଦ୍ରାପଡ଼ା ପଟାମୁଣ୍ଡାଇ କାର୍ଯ୍ୟକ୍ରମ ରେ ଜନସମୁଦ୍ର ଦେଖି ଆତ୍ମବିଭୋର ହେଇ ଉତ୍ସାହିତ ହେବା ଦେଖାଯାଉଥିଲା.. ଆଜି ବେତନଟିରେ ଭିକେ ପାଣ୍ଡିଆନଙ୍କ ପ୍ରଚାର
‘ଆପଣଙ୍କ ଆଶୀର୍ବାଦରେ ପୁଣି ଶପଥ ନେବେ ମୁଖ୍ୟମନ୍ତ୍ରୀ’
‘ଜୁନ୍ ୯ରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ’
ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ୪ଟି ଦସ୍ତଖତ କରିବେ’!.
ବିଜେପି ସରକାରକୁ ଆସିଲେ ମିଶନ ଶକ୍ତି ବନ୍ଦ କରିବ’
ବିଜେପି ଆସିଲେ BSKY, ନୂଆ-ଓ ବୃତ୍ତି ବନ୍ଦ କରିବ’
ବିଜେପି ଆସିଲେ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇଯିବ: ଭିକେ ପାଣ୍ଡିଆନ!.
ବିଜେପିକୁ ଆଟାକ୍ କଲେ ବିଜେଡ଼ି ନେତା ଭିକେ ପାଣ୍ଡିଆନ
୯ଟି ପ୍ରସଙ୍ଗରେ ଆଟାକ୍ କଲେ ଭିକେ ପାଣ୍ଡିଆନ
ବିଜେପି ନିଜ ସ୍ବାର୍ଥ ପାଇଁ ରଖିଛି ୯ଟି ଗୋଲ୍’
ବିଜେପି ସରକାରକୁ ଆସିଲେ ମିଶନ ଶକ୍ତି ବନ୍ଦ କରିବ’
ବିଜେପି BSKY ବନ୍ଦ କରି ଆୟୁଷ୍ମାନ ଲାଗୁ କରିବ: ପାଣ୍ଡିଆନ
‘ଆୟୁଷ୍ମାନ BPL ଲୋକଙ୍କ ପାଇଁ , BSKY ସମସ୍ତଙ୍କ ପାଇଁ’!.
‘ଯୁବକଙ୍କ ପାଇଁ ବିଜେପି ଇସ୍ତାହାରରେ କିଛି ନାହିଁ’
ନୂଆ-ଓ ବୃତ୍ତି ବନ୍ଦ କରିବାକୁ ଯୋଜନା କରୁଛି ବିଜେପି’
ବିଜେପି ଆସିଲେ ଆଦିବାସୀଙ୍କ SDC ବନ୍ଦ କରିବ’
ଆଦିବାସୀଙ୍କ ପରିଚୟ ପାଇଁ SDC ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ’
ଡବଲ ଇଞ୍ଜିନ ଥିବା ରାଜ୍ୟରେ ଶାନ୍ତି ନାହିଁ: ପାଣ୍ଡିଆନ
ବିଜେଡ଼ି ରୁ ବିଦା ଆପରାଧିକ ବ୍ୟକ୍ତିଙ୍କୁ ବିଜେପି ସାମିଲ କରିଛି’!.
ମାଗଣା ବିଦ୍ୟୁତ ବିଲ୍ ବିଜେପିର ଏକ ବଡ଼ ଜୁମଲା’
‘ବିଜେଡ଼ିର ମାଗଣା ବିଦ୍ୟୁତ ଶୁଣି ବିଜେପିକୁ କରେଣ୍ଟ ଲାଗିଛି’
‘ମହିଳାଙ୍କୁ ୫୦ହଜାର ଟଙ୍କା ବିଜେପିର ଆଉ ଏକ ଜୁମଲା’
ଜଗନ୍ନାଥଙ୍କୁ ରାଜନୀତିକୁ ଟାଣୁଛି ବିଜେପି: ପାଣ୍ଡିଆନ
କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷା କହୁଛନ୍ତି’
ଏହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ: ପାଣ୍ଡିଆନ!.
ଜଳେଶ୍ବରରେ ଭିକେ ପାଣ୍ଡିଆନଙ୍କ ପ୍ରଚାର
-ଜନସମୁଦ୍ର ଜଳେଶ୍ବର ସଭାରେ ଅଛି: ବିଜେଡ଼ି ନେତା ଭିକେ ପାଣ୍ଡିଆନ
ମୁଖ୍ୟମନ୍ତ୍ରୀ ସବୁବେଳେ ଜଳେଶ୍ବର କାର୍ଯ୍ୟକ୍ରମ କଥା ପଚାରନ୍ତି’
‘ଆପଣଙ୍କ ଆଶୀର୍ବାଦରେ ପୁଣି ଶପଥ ନେବେ ମୁଖ୍ୟମନ୍ତ୍ରୀ’
-‘ଜୁନ୍ ୯ରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ’!.‘ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ୪ଟି ଦସ୍ତଖତ କରିବେ’
ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତ ବିଜୁଳି ବିଲ୍ ଛାଡ଼ ପାଇଁ କରିବେ’
‘ଦ୍ବିତୀୟ ଦସ୍ତଖତ ସମସ୍ତଙ୍କୁ BSKYରେ ସାମିଲ ପାଇଁ କରିବେ’
‘ତୃତୀୟ ଦସ୍ତଖତ ମିଶନ ଶକ୍ତି ମହିଳାଙ୍କୁ ପେନସନ ପାଇଁ’
‘ଚତୁର୍ଥ ଦସ୍ତଖତ ନୂଆ-ଓ ଛାତ୍ର ବୃ୍ତ୍ତି ବୃଦ୍ଧି ପାଇଁ କରିବେ’!.
ସାଂସଦ ଅପରାଜିତାଙ୍କୁ କାଉଣ୍ଟର କଲେ ସସ୍ମିତ ପାତ୍ର
PC କରି ବର୍ଷିଲେ ବିଜେଡ଼ି ରାଜ୍ୟସଭା MP ସସ୍ମିତ
କର୍ମଠ , କର୍ମବୀର ବୋଲି ପ୍ରଶାନ୍ତଙ୍କୁ କହୁଛନ୍ତି ଅପରାଜିତା’
ପ୍ରଶାନ୍ତଙ୍କ ଜନବିରୋଧୀ କାମ ପାଇଁ ବିଜେଡ଼ି ବହିଷ୍କାର କଲା’
ବିଜେଡ଼ିରୁ ବହିଷ୍କାର ପରେ ବିଜେପି ନିଜ ଦଳରେ ସାମିଲ କଲା’
ବିଜେପିର ଅପରାଧୀଙ୍କ ପ୍ରତି ଭାରି ଭଲପାଇବା: ସସ୍ମିତ!.