ଲାଲୁ ଯାଦବ ଓ ତାଙ୍କ ପରିବାର ସଦସ୍ୟଙ୍କ ଘରେ ଇଡିର ରେଡ୍ l
ଜବତ ହେଲା ନଗଦ ୫୩ ଲକ୍ଷ ଟଙ୍କା, ୨ କେଜିରୁ ଅଧିକ ସୁନା ଓ ବିଦେଶୀ ମୁଦ୍ରା l
ଏହି ଚଢାଉ ସମୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ ।
କେନ୍ଦ୍ରୀୟ ସୁରକ୍ଷା ବଳ ଏସକର୍ଟରେ ଇଡି ଏକକାଳୀନ ୨୪ଟି ସ୍ଥାନରେ ଚଢାଉ କରିଛି ।