ନିର୍ବାଚନରେ ଟୁରିଷ୍ଟ ଭଳି ବିରୋଧୀ ନେତା ଆସିବେ। ନିର୍ବାଚନ ପରେ ସେମାନଙ୍କୁ ପାଇବେ ନାହିଁ । ବିଜେଡି କେବଳ ଆପଣଙ୍କ ସୁଖଦୁଃଖରେ ଠିଆ ହେବ । ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ : କାର୍ତ୍ତିକ ପାଣ୍ଡିଆନ!.
ବୌଦ୍ଧରେଭିକେପାଣ୍ଡିଆନଙ୍କ_ପ୍ରଚାର!.
ପୁରୁଣାକଟକ ମିନି ଷ୍ଟାଡିୟମ ସଭାକୁ ସମ୍ବୋଧନ କଲେ
ନିର୍ବାଚନ ବେଳେ କିଛି ଆସିବେ ଦରଖାସ୍ତ ନେଇ ଭୁଲିଯିବେ’
ପର୍ଯ୍ୟଟକଙ୍କ ପରି ନେତା ଆସିବେ ବଡ଼ ବଡ଼ କଥା କହି ଭୁଲିଯିବେ’
ନିର୍ବାଚନ ପରେ ଆପଣ ଖୋଜିଲେ ନେତାଙ୍କୁ ଆଉ ପାଇବେନି’!.