ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ତାଲିକା ପ୍ରକାଶ କରିଛି । ୧୪୭ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ପ୍ରକାଶ କରିଛି ବିଜେଡ଼ି । ଦଳ ଗତଥର ପ୍ରାର୍ଥୀ କରିଥିବା ୧୪୭ ବିଧାୟକଙ୍କ ଭିତରୁ ୪ଜଣଙ୍କୁ ଦଳରୁ ବହିଷ୍କାର କରିଛି । ୩୬ଜଣଙ୍କ ଉପରେ ଦଳ ଭରଷା କରିପାରିନି ।
୪୦ ଜଣ ନୂଆ ପ୍ରାର୍ଥୀ ଦଳ ଦେଇଛି । ଏଥି ସହ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଂସଦ ପ୍ରାର୍ଥୀ ପାଇଁ ମନୋନୀତ କରିଛି ।
ବିଜେଡିର ପୂର୍ଣ୍ଣାଙ୍ଗ ବିଧାୟକ ପ୍ରାର୍ଥୀ ତାଲିକା
୧.ବିଷମ କଟକ – ଜଗନ୍ନାଥ ସାରକା
୨) ଗୁଣୁପୁର – ରଘୁନାଥ ଗମାଙ୍ଗ
୩) ରାୟଗଡା – ଅନୁସୂୟା ମାଝୀ
୪) ବରଗଡ – ଦେବେଶ ଆଚାର୍ୟ୍ୟ
୫) ବିଜେପୁର – ରୀତା ସାହୁ
୬) ଅତାବିରା – ସେହ୍ନାଙ୍ଗିନୀ ଛୁରିଆ
୭) ଭଟଲି – ସୁଶାନ୍ତ ସିଂ
୮) ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର
୯) ବସ୍ତା – ସୁବାସିନୀ ଜେନା
୧୦) ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ
୧୧. ଭଦ୍ରକ – ପ୍ରଫୁଲ ସାମଲ
୧୨.ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ
୧୩.ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ
୧୪.ଚାନ୍ଦବାଲି – ବ୍ୟୋମକେଶ ରାୟ
୧୫.ବିଞ୍ଝାରପୁର – ପ୍ରମିଳା ମଲ୍ଲିକ
୧୬.ଧର୍ମଶାଳା – ପ୍ରଣବ ବଳବନ୍ତରାୟ
୧୭.ଯାଜପୁର – ସୁଜାତା ସାହୁ
୧୮.ସୁକିନ୍ଦା – ପ୍ରୀତିରଞ୍ଜନ ଘଡେଇ
୧୯.ଢେଙ୍କାନାଳ – ସୁଧୀର ସାମଲ
୨୦.କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ
୨୧.ପରଜଙ୍ଗ – ନୃସିଂହ ସାହୁ
୨୨.ପାଲଲହଡା – ମୁକେଶ ପାଲ
୨୩.ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା
୨୪.ସୋନପୁର – ନିରଞ୍ଜନ ପୂଜାରୀ
୨୫.ଲୋଇସିଂହା – ନିହାର ରଞ୍ଜନ ବେହେରା
୨୬.ପାଟଣାଗଡ – ସରୋଜ ମେହେର
୨୭. ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ
୨୮.ଟିଟିଲାଗଡ – ଟୁକୁନି ସାହୁ
୨୯.ନୂଆପଡା – ରାଜେନ୍ଦ୍ର ଢୋଲକିଆ
୩୦.ଉମରକୋଟ – ନବୀନା ନାୟକ
୩୧.ଝରିଗାଁ – ରମେଶ ଚନ୍ଦ୍ର ମାଝୀ
୩୨.ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ
୩୩.ଡାବୁଗାଁ – ମନୋହର ରନ୍ଧାରୀ
୩୪.ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ
୩୫.ଜୁନାଗଡ – ଦିବ୍ୟଶଙ୍କର ମିଶ୍ର
୩୬.ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ
୩୭.ଭବାନୀପାଟଣା – ଲତିକା ନାୟକ
୩୮.ଜି ଉଦୟଗିରି – ସାଲୁଗା ପ୍ରଧାନ
୩୯.କଣ୍ଟାମାଳ – ମହିଧର ରଣା
୪୦.ବୌଦ୍ଧ – ପ୍ରଦୀପ କୁମାର ଅମାତ
୪୧.ବଡମ୍ବା – ଦେବୀ ପ୍ରସାଦ ମିଶ୍ର
୪୨.ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ
୪୩.ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ
୪୪.କଟକ ଚୌଦାର – ସୌଭିକ ବିଶ୍ୱାଳ
୪୫.ନିଆଳି – ପ୍ରମୋଦ ମଲ୍ଲିକ
୪୬.କଟକ ସଦର – ଚନ୍ଦ୍ରସାରଥୀ ବେହେରା
୪୭.ପାଟକୁରା – ଅରବିନ୍ଦ ମହାପାତ୍ର
୪୮.ଆଳି – ପ୍ରତାପ ଦେବ
୪୯.ରାଜନଗର – ଧ୍ରୁବ ସାହୁ
୫୦.ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ
୫୧.ପୁରୀ – ସୁନୀଲ ମହାନ୍ତି
୫୨.ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ
୫୩.ସତ୍ୟବାଦୀ – ସଞ୍ଜୟ ଦାସବର୍ମା
୫୪.ପିପିଲି – ରୁଦ୍ର ପ୍ରସାଦ ମହାରଥୀ
୫୫.ଜଟଣୀ – ବିଭୂତି ବଳବନ୍ତରାୟ
୫୬.ରଣପୁର – ସତ୍ୟନାରାୟଣ ପ୍ରଧାନ
୫୭.ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା
୫୮.ନୟାଗଡ – ଅରୁଣ ସାହୁ
୫୯.ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ
୬୦.ପୋଲସରା – ଶ୍ରୀକାନ୍ତ ସାହୁ
୬୧.କବିସୂର୍ୟ୍ୟନଗର – ଲତିକା ପ୍ରଧାନ
୬୨.ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା
୬୩.ସୋରଡା – ସଂଘମିତ୍ରା ସ୍ୱାଇଁ
୬୪.ହିଞ୍ଜିଳି – ନବୀନ ପଟ୍ଟନାୟକ
୬୫.ଗୋପାଳପୁର – ବିକ୍ରମ କୁମାର ପଣ୍ଡା
୬୬.ଦିଗପହଣ୍ଡି – ବିପ୍ଲବ ପାତ୍ର
୬୭.ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ
୬୮.କୋଟପାଡ – ଚନ୍ଦ୍ରଶେଖର ମାଝୀ
୬୯.କୋରାପୁଟ – ରଘୁରାମ ପୋଡାଲ
୭୦.ମାଲକାନଗିରି – ମାନସ ମାକାମ୍ବୀ
୭୧.କାଶୀପୁର – ବଦ୍ରିନାରାୟଣ ପାତ୍ର
୭୨.ପାଟଣା – ଜଗନ୍ନାଥ ନାୟକ
୭୩.ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା
୭୪.ଲକ୍ଷ୍ମୀପୁର -ପ୍ରଭୁ ଜାନି
୭୫.ପାରାଦୀପ-ଗୀତାଞ୍ଜଳି ରାଉତରାୟ
୭୬.ସମ୍ବଲପୁର-ପ୍ରସନ୍ନ ଆଚାର୍ୟ୍ୟ
୭୭.ରେଢାଖୋଲ-ରୋହିତ ପୂଜାରୀ
୭୮.ତେଲକୋଇ-ମାଧବ ସର୍ଦ୍ଦାର
୭୯.ତାଳଚେର-ବ୍ରଜ କିଶୋର ପ୍ରଧାନ
୮୦.ନର୍ଲା-ମନୋରମା ମହାନ୍ତି
୮୧.ବାଲିଗୁଡା-ଚକ୍ରମଣି କହଁର
୮୨.ଚିଲିକା-ରଘୁନାଥ ସାହୁ
୮୩.ବଡଚଣା-ବର୍ଷା ପ୍ରିୟଦର୍ଶିନୀ
୮୪.ଆନନ୍ଦପୁର-ଅଭିମନ୍ୟୁ ସେଠୀ
୮୫.କେନ୍ଦ୍ରାପଡା-ଗଣେଶ୍ୱର ବେହେରା
୮୬.ଚମ୍ପୁଆ-ସନାତନ ମହାକୁଡ
୮୭.ସାରସକଣା-ଦେବାଶିଷ ମାରାଣ୍ଡି
୮୮.କରଞ୍ଜିଆ-ବାସନ୍ତୀ ହେମ୍ବ୍ରମ
୮୯.ରେମୁଣା-ବିଦ୍ୟାସ୍ମିତା ମହାଳିକ
୯୦.ସିମୁଳିଆ-ସୁଭାଷିନୀ ସାହୁ
୯୧.ରଘୁନାଥପାଲୀ-ଅର୍ଚ୍ଚନା ବେହେରା
୯୨.ବାଲିକୁଦା ଏରସମା- ସାରଦା ଜେନା
୯୩.ବରୀ-ବିଶ୍ୱରଂଜନ ମଲ୍ଲିକ
୯୪.କାକଟପୁର-ତୁଷାରକାନ୍ତି ବେହେରା
୯୫.ହିନ୍ଦୋଳ-ମହେଶ ସାହୁ
୯୬.ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି
୯୭.ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ
୯୮.କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ
୯୯.ପଦ୍ମପୁର- ଶ୍ରୀମତୀ ବର୍ଷାସିଂହ ବରିହା
୧୦୦) କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ
୧୦୧. ବେଗୁନିଆ -ପ୍ରଦୀପ ସାହୁ
୧୦୨.ଅନୁଗୁଳ- ଶ୍ରୀମତୀ ସଂଯୁକ୍ତା ସିଂହ
୧୦୩.ନିମାପଡ଼ା- ଦିଲ୍ଲୀପ କୁମାର ନାୟକ
୧୦୪.ସାନଖେମୁଣ୍ଡି- ମିସ୍ ସୁଲକ୍ଷଣା ଗୀତାଞ୍ଜଳି ଦେବୀ
୧୦୫.ଜୟପୁର- ଡ. ଇନ୍ଦିରା ନନ୍ଦ
୧୦୬.ରେଢ଼ାଖୋଲ- ପ୍ରସନ୍ନ ଆଚାର୍ୟ୍ୟ
୧୦୭.ସମ୍ବଲପୁର- ରୋହିତ ପୂଜାରୀ
୧୦୮.ବଣାଇ-ଭୀମସେନ ଚୌଧୁରୀ
୧୦୯.ବାରିପଦା-ସାନନ୍ଦ ମାରାଣ୍ଡି
୧୧୦.ବ୍ରଜରାଜନଗର-ଅଳକା ମହାନ୍ତି
୧୧୧.ଝାରସୁଗୁଡା-ଦୀପାଳି ଦାସ
୧୧୨.ତାଳସରା-ବିଜୟ ଟପ୍ପୋ
୧୧୩.ସୁନ୍ଦରଗଡ-ଯୋଗେଶ ସିଂହ
୧୧୪,ରାଜଗାଙ୍ଘପୁର-ଅନୀଲ ବାର୍ଲା
୧୧୫. ଯଶୀପୁର-ଚକ୍ରଧର ହେମ୍ବ୍ରମ୍
୧୧୬. ଉଦଳା-ଶ୍ରୀନାଥ ସୋରେନ
୧୧୭.ବଡସାହି-ଅନସୂୟା ପାତ୍ର
୧୧୮.ମୋରଡା-ପ୍ରୀତିନନ୍ଦା କାନୁନଗୋ
୧୧୯.ସୋର-ମାଧବ ଧଡା
୧୨୦.ଆଠମଲ୍ଲିକ- ନଳିନୀ ପ୍ରଧାନ
୧୨୧.ବୀରମହାରାଜପୁର-ପଦ୍ମନାଭ ବେହେରା
୧୨୨,ଖଡିଆଳ-ଅଧିରାଜ ପାଣିଗ୍ରାହୀ
୧୨୩.ଫୁଲବାଣୀ-ଜୟଶ୍ରୀ କହଁର
୧୨୪.ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା,
୧୨୫.ତିର୍ତ୍ତୋଲ-ରମାକାନ୍ତ ଭୋଇ
୧୨୬.ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି
୧୨୭.ଭୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ
୧୨୮.ଏକାମ୍ର-ଅଶୋକ ପଣ୍ଡା
୧୨୯.ଖଲ୍ଲିକୋଟ-ସୂର୍ୟ୍ୟମଣି ବୈଦ୍ୟ
୧୩୦. ଆସିକା – ମଞ୍ଜୁଲତା ସ୍ୱାଇଁ
୧୩୧. ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
୧୩୨. ପାରଳାଖେମୁଣ୍ଡି-ରୂପେଶ ପାଣିଗ୍ରାହୀ
୧୩୩. ମୋହନା-ଅନ୍ତର୍ୟ୍ୟାମୀ ଗମାଙ୍ଗୋ
୧୩୪. ପଟାଙ୍ଗୀ-ପ୍ରଫୁଲ୍ଲ ପାଙ୍ଗୀ
୧୩୫. ରେଙ୍ଗାଲି-ସୁଦର୍ଶନ ହରିପାଲ
୧୩୬. ରାଉଲକେଲା-ଶାରଦା ନାୟକ
୧୩୭. ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କୀ
୧୩୮. କେନ୍ଦୁଝର-ମୀନା ମାଝୀ
୧୩୯. ରାଇରଙ୍ଗପୁର-ରାଇସିଂ ମୁର୍ମୁ
୧୪୦. ବାଲେଶ୍ୱର-ସ୍ୱରୂପ ଦାସ
୧୪୧. ବାରବାଟୀ କଟକ- ପ୍ରକାଶ ବେହେରା
୧୪୨. ସାଲେପୁର- ପ୍ରଶାନ୍ତ ବେହେରା
୧୪୩. ଜୟେଦେବ-ନବକିଶୋର ମଲ୍ଲିକ
୧୪୪. ସନ୍ଧ୍ୟାରାଣୀ ଦାସ- କୋରେଇ
୧୪୫. ଖଣ୍ଡପଡ଼ା – ସାବିତ୍ରୀ ପ୍ରଧାନ
୧୪୬. ନୀଳୀଗିରି – ସୁକାନ୍ତ ନାୟକ
୧୪୭. ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ବାଦ୍ ପଡିଛନ୍ତି
୧)ସୀମାରାଣୀ ନାୟକ-ହିନ୍ଦୋଳ-ଦଳ ଛାଡିଛନ୍ତି
୨)ଅରବିନ୍ଦ ଢାଲି-ଜୟଦେବ-ଦଳ ଛାଡିଛନ୍ତି
୩)ଭାଗୀରଥି ସେଠୀ-ଆନନ୍ଦପୁର-ଦଳ ଛାଡିଛନ୍ତି
୪)ଅମର ପ୍ରସାଦ ଶତପଥି-ବଡଚଣା
୫)ଅଙ୍ଗଦ କହଁର-ଫୁଲବାଣି
୬)ବିଜୟ ଶଙ୍କର ଦାସ-ତିର୍ତ୍ତୋଲ
୭)ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସିମୁଳିଆ
୮)କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା
୯)ପର୍ଶୁରାମ ଧଡା-ସୋର
୧୦)ପ୍ରତାପ ଜେନା-ମାହାଙ୍ଗା
୧୧)ପ୍ରେମାନନ୍ଦ ନାୟକ-ତେଲକୋଇ
୧୨)ରଘୁନାଥ ଦାସ-ବାଲିକୁଦ-ଏରସମା
୧୩)ରଜନିକାନ୍ତ ସିଂହ-ଅନୁଗୁଳ
୧୪)ସମ୍ବିତ ରାଉତରାୟ-ପାରାଦୀପ
୧୫)ସମୀର ରଞ୍ଜନ ଦାଶ-ନିମାପଡା
୧୬)ଶଶୀ ଭୂଷଣ ବେହେରା-କେନ୍ଦ୍ରାପଡା
୧୭)ସାବିତ୍ରୀ ଅଗ୍ରୱାଲ-ପାଟକୁରା
୧୮)ସୁନନ୍ଦା ଦାସ-ବରୀ
୧୯)ଅନନ୍ତ ଦାସ-ଭୋଗରାଇ
୨୦)ଜ୍ୟୋତିନ୍ଦ୍ରନାଥ ମିତ୍ର-ଖୋର୍ଦ୍ଧା
୨୧)ଅରୁନ୍ଧତୀ ଦେବୀ-ଦେବଗଡ
୨୨) ଭୁପିନ୍ଦର ସିଂହ – ନର୍ଲା
୨୩) ଅଶୋକ ବଳ – କୋରେଇ
୨୪) ମୌସଧୀ ବାଗ୍- ଧର୍ମଗଡ଼
୨୫) ନତ୍ୟାନନ୍ଦ ସାହୁ – ବସ୍ତା
୨୬) ପ୍ରୀତମ ପାଢ଼ୀ – ପଟ୍ଟାଙ୍ଗୀ
୨୭) ପ୍ରକାଶ ଚନ୍ଦ ମାଝୀ – ଝରିଗାଁ
୨୮) ପୂର୍ଣ୍ଣଚନ୍ଦ୍ର ବାକା – ଚିତ୍ରକୋଣ୍ଡା
୨୯) ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ – ସୋରଡ଼ା
୩୦) ରାଜକିଶୋର ଦାସ – ମୋରଡ଼ା
୩୧) ରମେଶ ଚନ୍ଦ୍ର ସାଏ – ଆଠମଲିକ
୩୨) ସଦାଶିବ ପ୍ରଧାନୀ- ନବରଙ୍ଗପୁର
୩୩) ସୁବତ୍ର ତରାଇ- ରଘୁନାଥପାଲୀ
୩୪) ମୀନାକ୍ଷୀ ମହାନ୍ତ – ଚମ୍ପୁଆ
୩୫) ପଦ୍ମୀନ ଦିଆନ – କୋଟପାଡ଼
୩୬) ଉଷା ଦେବୀ – ଚିକିଟି
ବିଜେଡି ଦଳରୁ ବହିଷ୍କୃତ ହେଇଥିବା ନେତା
୧)ପ୍ରଦାପ ପାଣିଗ୍ରାହୀ-ଗୋପାଳପୁର
0୨)ପ୍ରଶାନ୍ତ ଜଗଦ୍ଦେବ-ଚିଲିକା
୩)ସୌମ୍ୟରଞ୍ଜନ ପଟ୍ଟନାୟକ-ଖଣ୍ଡପଡା
୪)ସୁଧାଂଶୁ ଶେଖର ପରିଡା-ରେମୁଣା
ସଂଗ୍ରହ
ଶୁଭେଚ୍ଛା
ଅମିତ୍ କୁମାର