ନବକୃଷ୍ଣଙ୍କ ଘନିଷ୍ଠ ସହଯୋଗୀ ତଥା ସେତେବେଳର (୧୯୫୦ ଦଶକର) ପିପିଲି ବିଧାୟକ ଜୟକୃଷ୍ଣ ମହାନ୍ତି କୁହନ୍ତି- ‘୧୯୩୭ ମସିହାରେ ନବକୃଷ୍ଣ ଓଡ଼ିଶାର ପ୍ରଧାନମନ୍ତ୍ରୀ (ମୁଖ୍ୟମନ୍ତ୍ରୀ) ହୋଇପାରିଥାନ୍ତେ, ହେଲେ ନାହିଁ ଅନ୍ୟକୁ ଦେଲେ।
୧୯୪୬ରେ ତାଙ୍କ ପ୍ରତି ଦଳର ଏତେ ସମର୍ଥନ ଥିଲା ଯେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ। କିନ୍ତୁ ସେ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କରି ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ରହିଲେ।’
*ପରେ ନବକୃଷ୍ଣଙ୍କୁ ପ୍ରଧାନମନ୍ତ୍ରୀ ନେହେରୁ ପୁରୀରେ ବାଧ୍ୟ କଲା ପରେ ସେ ୧୯୫୦-୫୬ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ!
ପୁସ୍ତକ: ‘ନବକୃଷ୍ଣ ଚୌଧୁରୀ-ଏକ ଅଧ୍ୟୟନ’, ପ୍ର. ବୀରେନ୍ଦ୍ର ନାୟକ
















Leave a Reply