Spread the love

ବିଜେଡି ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ପ୍ରେସ କୁ ଡାକିଲେ. ଖୋଲା ଖୋଲି କହିଲେ କେନ୍ଦ୍ର ସରକାର ମନ ଇଛା ଦରଦାମ ବୃଦ୍ଧି କରୁଥିବାରୁ ସାଧାରଣ ଜନତା ବହୁତ ଅସୁବିଧା ରେ ପଡ଼ୁଛନ୍ତି ତେଣୁ ଆମେ ମାନେ ଏହାର ଦୃଢ ବିରୋଧ କରିବୁ. ସାମ୍ବାଦିକ ଙ୍କ ଏକ ପ୍ରଶ୍ନ ଉପରେ କହିଲେ ବିଜେଡି ଦଳର ମୁଖପାତ୍ର ଙ୍କୁ ପଚାରନ୍ତୁ ସେ କହିବେ ଆମ ସରକାର ଲୋକଭିମୁଖୀ କାର୍ଯ୍ୟ କରୁଛି. ତେଣୁ ଆମେ ସବୁଠି ପ୍ରଶଂସା ପାଉଛୁ……

Leave a Reply

Your email address will not be published. Required fields are marked *