ଭିଟାମାଟି କୁ ଫେରିଲା ଦିବଂଗତ ପଞ୍ଚୁ ଙ୍କ ମର ଶରୀର |
ରାଷ୍ଟ୍ରୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ | ଅମ୍ବା୍ଝର ନୂଆପଲ୍ଲୀ ରେ ଶୋକର ଛାୟା |
ଗତ ଦୁଇ ଦିନ ତଳେ ଗୁଜରାଟ ର ସୁରତ ସହର ରେ ଏକ ରାସ୍ତା ଦୁର୍ଘଟଣା ରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡା ପଂଚାୟତ ର ଅମ୍ବା୍ଝର ନୂଆପଲ୍ଲୀ ଗ୍ରାମର ପଞ୍ଚୁ ପ୍ରଧାନ 39 ନାମକ ଜଣେ ଦାଦନ ଶ୍ରମିକ ର ମୃତୁ ଘଟିଥିଲା |, ତେବେ ଦୁର୍ଘଟଣା ରେ ପଞ୍ଚୁ ର ବ୍ରେନ ଡ଼େଡ଼ ହୋଇଥିବା କଥା ପରିବାର ଲୋକ ଖବର ପାଇବା ପରେ ପଞ୍ଚୁ ଶରୀର ର ସମସ୍ତ ଅଙ୍ଗ ଦାନ କରିବା ପାଇଁ ଡାକ୍ତର କୁ ଜଣାଇବା ପରେ ଶରୀର ର ନିଭିନ୍ନ ଅଙ୍ଗ ରୋପଣ କରି ତିନି ଜଣ ଲୋକଙ୍କ ଜୀବନ ରକ୍ଷା ହୋଇଥିଲା |ଫଳରେ ଦିବଂଗତ ପଞ୍ଚୁ ଆମର ହେବା ସହ ପରିବାର ସଦସ୍ୟ ମାନଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଥିଲା |ତେବେଅଙ୍ଗଳ ବର ଦିନ ସକାଳୁ ପଞ୍ଚୁ ର ମର ଶରୀର ନିଜ ଭିଟାମାଟି ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ପହଂଚିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ଉପୁଜିଥିବା ବେଳେ ଗ୍ରାମର ସ୍ମଶାନ ନିକଟରେ ପଞ୍ଚୁ ର ସବ କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସାଲାମୀ ଜରିଆରେ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ଆସିକା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶନୀ ପଟ୍ଟନାୟଜ ଗଞ୍ଜାମ ଜିଲ୍ଲପାଳ ଭି କୀର୍ତିଭାସନ
ଖଲ୍ଲିକୋଟ ତହସିଲଦାର ଡ଼ି ମାଳେଶ୍ୱର ପାତ୍ର ଖଲ୍ଲିକୋଟ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ବ୍ଲକ ଅଧକ୍ଷ ଙ୍କ ପ୍ରତିନିଧି ଅରୁଣ କୁମାର ଖୁଣ୍ଟିଆ, ତାଳପଡା ସରପଞ୍ଚ ମନୋଜ କୁମାର ସେଠୀ ପୂର୍ବତନ ସରପଞ୍ଚ ବ୍ରଜ କିଶୋର ସ୍ୱାଇଁ ଙ୍କ ସମେତ ଗ୍ରାମର ଏକ ହଜାର ଲୋକ ଉକ୍ତ୍ବ ସବ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ |ମୃତ ପଞ୍ଚୁ ର ବିଧବା ମା ଓ ବିଧବା ପତ୍ନୀ ଓ ଏକ 12 ବର୍ଷ ର ଝିଅ ଓ ଚାରି ମାସ ର ପୁଅ ଅଛି |, ପରିବାର ର ଭରଣ ପୋଷଣ ସମ୍ପର୍କରେ ଗଞ୍ଜାମ ଜିଲ୍ଲପାଳ ଙ୍କ ଦୃଷ୍ଟି ଆକର୍ଷଣ ପରେ ଜିଲ୍ଲପାଳ ଶ୍ରୀ କୀର୍ତିଭାସନ ମୃତ ପଞ୍ଚୁ ର ପରିବାର କୁ ଏଜ ଆବାସ ଓ ବିଧବା ପତ୍ନୀ କୁ ଭତ୍ତା କରାଯିବା ପାଇଁ ଖଲ୍ଲିକୋଟ ବି ଡ଼ି ଓ ଙ୍କୁ ନିଁର୍ଧେଶ ଦେଇଥିବା ବେଳେ ଜିଲ୍ଲା ରେଡ କ୍ରସ ପାଣ୍ଠି ରୁ ଅପାତ କାଳୀନ ସ�
ଭୁବେନେଶ୍ବର//ଭିଟାମାଟି କୁ ଫେରିଲା ଦିବଂଗତ ପଞ୍ଚୁ ଙ୍କ ମର ଶରୀର |ରାଷ୍ଟ୍ରୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ | ଅମ୍ବା୍ଝର ନୂଆପଲ୍ଲୀ ରେ ଶୋକର ଛାୟା |












Leave a Reply