Spread the love


बात है तो कड़वी लेकिन सच्चाई यही है कि:–

इंसान की अच्छाई पर सभी खामोश रहते हैं!!!

लेकिन चर्चा अगर उसकी बुराई पर हो तो गूंगे भी बोल पड़ते हैं!!!
किसी का अपमान करने से पहले ये जरूर सोच लेना चाहिए कि हम अपना सम्मान खोने जा रहे हैं।

Before insulting someone, we must think that we are going to lose our respect.

यदि आप उड़ नहीं सकते तो दौड़ो, यदि आप दौड़ नहीं सकते तो चलो और यदि आप चल भी नहीं सकते तो रेंगते हुए चलो लेकिन हमेशा आगे बढ़ते रहो।

आज से हम सदा आगे बढ़ते रहें…

If you can’t fly, then run; If you can’t run, then walk; If you can’t walk, then crawl, but whatever you do. keep moving forward!

ଜଣେ ବ୍ୟକ୍ତିର ଯେତେବେଳେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ତଥା କାମ୍ୟ କର୍ମ ପ୍ରତି ଆସକ୍ତି ନ ଥାଏ, ସେ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥିବା କାରଣରୁ ତାଙ୍କୁ ଯୋଗାରୂଢ କୁହାଯାଇ ଥାଏ।

ମନ ଯେତେବେଳେ ଯୋଗରେ ଭଗବାନଙ୍କ ସହିତ ସଂଯୁକ୍ତ ହୋଇଯାଏ, ଏହା ସଂସାରରୁ ଦୂରେଇ ଯିବା ସ୍ୱାଭାବିକ । ତେଣୁ ଜଣଙ୍କର ମନର ସ୍ଥିତିକୁ ମାପିବାର ଏକ ସହଜ ମାନଦଣ୍ଡ ହେଉଛି, ମନ କେତେଦୂର ସଂସାରଠାରୁ ବିରକ୍ତ, ତାହା ପରୀକ୍ଷା କରିବା । ଜଣେ ବ୍ୟକ୍ତିକୁ ସଂସାର ପ୍ରତି ବିମୁଖ ବୋଲି ସେତେବେଳେ ଧରାଯିବ, ଯେତେବେଳେ ସେ କୌଣସି ଭୌତିକ ବସ୍ତୁ ପାଇଁ ଲାଳାୟିତ ହେଉ ନ ଥିବ କିମ୍ବା ତାହା ପ୍ରାପ୍ତ କରିବା ପାଇଁ କୌଣସି ଉଦ୍ୟମ କରୁ ନ ଥିବ । ଏପରି ବ୍ୟକ୍ତି ଇନ୍ଦ୍ରିୟ ସୁଖ ଉପଭୋଗ ପାଇଁ କୌଣସି ପରିସ୍ଥିତି ବା ସୁଯୋଗ ଖୋଜେ ନାହିଁ । ଅନ୍ତତଃ ସେ ଇନ୍ଦ୍ରିୟ ଭୋଗର ସମସ୍ତ ଭାବନାରୁ ବିରତ ରହେ ଏବଂ ପୂର୍ବ ଉପଭୋଗର ସମସ୍ତ ସ୍ମୁତିକୁ ଲୋପ କରିଦିଏ । ତାପରେ ଇନ୍ଦ୍ରିୟମାନଙ୍କର ଆବେଗରେ, ମନ ଆଉ ଆତ୍ମକୈନ୍ଦ୍ରିକ କାର୍ଯ୍ୟକଳାପ ପ୍ରତି ଉନ୍ମୁଖ ହୁଏ ନାହିଁ । ମନ ଉପରେ ଏହି ସ୍ତରର ନିୟନ୍ତ୍ରଣ ପ୍ରାପ୍ତ କରିଥିବା ବ୍ୟକ୍ତିଙ୍କୁ ଯୋଗାରୂଢ କୁହାଯିବ।

Related Post

Leave a Reply

Your email address will not be published. Required fields are marked *