Spread the love

ବ୍ରହ୍ମପୁର,,, କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସମ୍ପ୍ରସାରଣ କୋଠା ପାଇଁ ପ୍ରାୟ ୯୫୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ହୋଇ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସି ମାଧ୍ୟମରେ ଭିତ୍ତିଭୂମି ସ୍ଥାପନ ତଥା ଉଦଘାଟନ ହୋଇଯାଇଅଛି, ଉକ୍ତ ଉଦଘାଟନୀ ସମାରୋହରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଉପ ମେୟର ଶ୍ରୀ ଇ.ବିବେକ ରେଡ୍ଡୀ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟ ଜ୍ୟୋତି ପରିଡ଼ା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ବହୁ କର୍ପୋରେଟର, ଚିକିତ୍ସାଳୟ ଅଧିକ୍ଷକ, ମହାବିଦ୍ୟାଳୟ ଅଧ୍ୟକ୍ଷ, ଅନ୍ୟାନ୍ୟ ଡ଼ାକ୍ଟରବୃନ୍ଦ, ବିଜେଡ଼ିର ସର୍ବବର୍ଗିୟ ନେତୃବୃନ୍ଦ, ପଦାଧିକାରୀ, ବିଭାଗୀୟ ଅଧିକାରୀ ତଥା ସାଧାରଣ ଲୋକ ମାନେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ସମ୍ମାନନୀୟ ୫ ଟି ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା.. ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ..।🙏

Related Post

Leave a Reply

Your email address will not be published. Required fields are marked *

You Missed