ଗୋଟିଏ କଥାକୁ ଆମେ ନିଶ୍ଚିତ ବିଶ୍ୱାସ କରିବାକୁ ବାଧ୍ୟ୍ୟ ଯେ ଇନ୍ଦ୍ରିୟଗଣଙ୍କ ଦ୍ୱାରା ମଣିଷର ବୁଦ୍ଧି କାର୍ଯ୍ୟପନ୍ଥା ଓ ସେଇନୁସାରେ ପ୍ରକୁର୍ତ୍ତୀ ହେଇଥାଏ ବୋଲି ଯୁଗେ ଯୁଗେ ମହାପୁରୁଷ ମାନେ କହିଆସୁଛନ୍ତି,, ଆମେ ଭଗବାନ ଙ୍କର କିନ୍ତୁ ଭଗବାନ ଆମର କେତେବେଳେ ହେବେ ଯେତେବେଳେ ଆମେ ଖୋଲାମନରେ ସମାଜରେ କିଛି ଚିତ୍ର କୁ ସତ୍ୟ ରେ ପ୍ରଦର୍ଶିତ କରିବା,, ସେଥିପାଇଁ ନିଶ୍ଚିତ ସାମୁହିକ ସାହସ ଦରକାର, ଜଣେ ଦୁଇଜଣ ଚାହିଁଲେ ତାହା ହେଇନପାରେ, ଯେମିତି ଆଜିର କାହାଣୀ ତାହାରି ଉପରେ ଆଧାରିତ ଏକ ସତ୍ୟ କାହାଣୀ ଉନ୍ନ୍ମୋଚନ ହେଇଛି ଦୀର୍ଘ 40 ବର୍ଷ ପରେ, କିପରି ଏକ ଧନୀ ରାଜ୍ୟରେ ଏକ ସାଙ୍ଘାତିକ ଷଡଯନ୍ତ୍ର ର ପରଦାଫାଶ କରିବାକୁ ସେଇ ରାଜ୍ୟର ପୋଲିସ କୁ ଦିନରାତି ଏକ କରିବାକୁ ପଡିଥିଲା,, କିନ୍ତୁ ପୋଲିସ ମାନଙ୍କର ପରିଶ୍ରମ ର ଫଳ ମିଳିପାରିଲାନାହିଁ,,, ଘଟଣା ଟି ସ୍ୱାଧୀନ ଭାରତର ମହାରାଷ୍ଟ୍ର ରାଜ୍ୟ ବମ୍ବେ ର ଯାହା ଆଜି ମୁମ୍ବାଇ ବୋଲି କୁହାଯାଉଛି,1985 ମସିହାରୁ ଆରମ୍ଭ ହେଇ 2023 ମସିହାରେ ସମାପ୍ତ ହେଇଥିଲା, ଜଣେ ଥିଲେ ବମ୍ବେ ଡାଇଙ୍ଗ ର ମାଲିକ (ନଶୂଳ ୱାଡିଆ ) ଆଉ ଜଣେ ପ୍ରସିଦ୍ଧ ଶିଳ୍ପପତି ରିଲିଆନ୍ସ କମ୍ପାନୀ ର ମାଲିକ ମୁକେଶ ଅମ୍ବାନୀ ଙ୍କ ଭିତରେ, ଦୁଇ ଜଣକ ବେପାର ରେ ଟକ୍କର ଚାଲୁଥାଏ ରିଲିଏନ୍ସ କେମିକାଲ ସହିତ ଅନେକ କାରବାର କରନ୍ତି ଆଉ ବମ୍ବେଡାଇଙ୍ଗ କପଡା ସହିତ ଅନ୍ୟ ବ୍ୟବସାୟ କରନ୍ତି,,1987 ମସିହାରେ ଏକ ଫୋନ କଲ ଆସିଲା ବମ୍ବେ ର ଜଣେ କ୍ରାଇମ ବ୍ରାଞ୍ଚ ପୋଲିସ ଙ୍କ ପାଖକୁ, ଯେତେବେଳେ ଫୋନ କଳାବଲା ଅପରିଚିତ, ସେ ଖବର ଉପରେ ବିଶ୍ବସ କରିବା ନ କରିବା ଚିନ୍ତାର କାରଣ ହେଲା,, ଫୋନ କଲାଵାଲା କହିଲେ ରିଲିଏନ୍ସ କମ୍ପାନୀ ର ମ୍ୟାନେଜର କୀର୍ତ୍ତି ଅମ୍ବାନୀ ଯୋଜନା କରୁଛନ୍ତି ବମ୍ବେ ଡାଏଙ୍ଗ ର ଚେୟାରମ୍ୟାନ ନଶୂଳ ୱାଡିଆ ଙ୍କୁ ହତ୍ୟା କରିବାକୁ,, ଓ ଦୁଇଟି ମିଟିଙ୍ଗ ହେଲାଣି ବର୍ତମାନ ସୁଦ୍ଧା ହତ୍ୟାକାରୀ ଯୋଗାଡ଼ ହେଇପାରୁନି, ବମ୍ବେ ପୋଲିସ ମୁଖ୍ୟାଳୟ ରେ ଗୋପନୀୟ ଭାବେ ପ୍ରଥମ ପର୍ଯୟରେ ନିଷ୍ପତି ନିଆଗଲା ଯେ ଏହାକୁ ଅତି ଗୋପନୀୟ ଭାବେ ତଦନ୍ତ କରିବାକୁ ପଡିବ,, ଦାଇତ୍ୱ ଦିଆଗଲା ବିଶ୍ୱାସୀ ଅଫିସର ମାନଙ୍କ ଉପରେ ଚାଲିଲା ଅନୁସନ୍ଧନ,, ସେତେବେଳେ ବମ୍ବେ ର କ୍ରିମିନାଲ ମାନଙ୍କ ଉପରେ ଜବରଦସ୍ତ ଆକ୍ସନ ହେଉଥାଏ, ଅନେକ ଏନକାଉଣ୍ଟର ରେ ସଫା ହେଲେଣି ଆଉ ଯେତିକି ଥିଲେ କିଛି ମୁଖ୍ୟସ୍ରୋତ କୁ ଆସି ବେପାର ବାଣିଜ୍ୟ କଲେଣି,, ଆଉ କିଛି ଫେରାର ହେଇଛନ୍ତି,, ତେଣୁ ଆଉ କିଏ ରହିଲେ,, ଏହିପରି ଅନୁସନ୍ଧାନ ପୋଲିସ ବିଭାଗରୁ ଚାଲିଲା,,, ସେତେବେଳେ ଏତେ ଟେକନୋଲୋଜି ନଥିଲା ଯାହା ବର୍ତମାନ ଅଛି ମୋବାଇଲ ବି ନାହିଁ, ଖାଲି ଲ୍ୟାଣ୍ଡ ଫୋନ, ପ୍ରଥମେ ଏହାକୁ ସରକାରୀ ଟେଲିଫୋନ ସଂସ୍ଥା MTNL ର ବରିଷ୍ଟ ଅଫିସର ମାନଙ୍କ ସହିତ ପୋଲିସ ର ଗୁପ୍ତ ବୈଠକ ହେଲା,, ଚାଲିଲା ଟେଲିଫୋନ ଏନକ୍ୱାରୀ,, କୀର୍ତ୍ତି ଅମ୍ବାନୀ ସହିତ ମୁକେଶ ଙ୍କର ଓ ନଶୂଳ ୱାଡିଆ ଙ୍କ ମ୍ୟାନେଜର ସହିତ ତାଙ୍କ ଅଫିସର କିଛି କର୍ମଚାରୀ ଓ ନଶୂଳ ଙ୍କ ବ୍ୟବସାଇ ବନ୍ଧୁ ମାନଙ୍କ ସହିତ ଫୋନ କଥା ବାର୍ତା ର ରେକଡ଼,, ଘଟଣା ଟି ସତ୍ୟ ଜଣାପଡିଲା ଆଠ ଦିନ ଭିତରେ,, କୀର୍ତ୍ତି ଏକ ବଡ଼ ହୋଟେଲ ରେ ମିଟିଙ୍ଗ କରିଛନ୍ତି ଚାରିଜଣକ ସାଙ୍ଗରେ, କାମ ସଫା କର ଦିଆଯିବ 50 ଲକ୍ଷ୍ୟ,, ସୁପାରୀ କିଲର ଆବଶ୍ୟକ ପାଇଁ ପ୍ରଥମ ପର୍ଯୟରେ ଦେଲେ ଏକ ଲକ୍ଷ୍ୟ ଜଣେ ସିନେମା ଲାଇନର ବ୍ୟକ୍ତି ନାଁ, (ଅର୍ଜୁନ ବାବାଡିଆ) ଙ୍କୁ ପୋଲିସ ଚାଲିଲେ ତାଙ୍କ ପଛରେ,, ପୁଣି ଟ୍ରାକ ହେଲେ ଆଉ ଦୁଇ ଜଣ (ରମେଶ ଜଯୋଡ଼ିଆ) ଓ (ଈମାନ ସାପେରିଆ) ନଶୂଳ ୱାଡିଆ ତାଙ୍କ ଅଫିସ ରୁ ଫେରୁଥିବା ବେଳେ ତାଙ୍କ ଗାଡିକୁ ଅଟକେଇ କରିଥାନ୍ତେ ଫାଇରିଙ୍ଗ,, ମୁଖ୍ୟ ସୁଟର କୁ ଆଣିଥିଲେ ବାହାର ରାଜ୍ୟରୁ ନାଁ ସକିଲ,, ଅପରାଧୀ ରେଡି ଏଣେ ଦକ୍ଷ ପୋଲିସ ସ୍କ୍ୱାଡ଼ ବି ରେଡି,,, ଯୋଉଦିନ ୱାଡିଆ ହେଇଥାନ୍ତେ ହତ୍ୟା,, ତା ପୂର୍ବଦିନ ଉଠେଇଲେ ପୋଲିସ ସକିଲ କୁ,, ସକିଲ କୁ ଧରି ଗଲେ ରମେଶ ଓ ଅର୍ଜୁନ ପାଖକୁ, ସମସ୍ତ ଙ୍କ ସହିତ ଚାଲିଲା ରୁଦ୍ର କୋଠରୀ ଆକ୍ସନ,, କଥା ଆସି ଅଟକିଲା କୀର୍ତ୍ତି ଅମ୍ବାନୀଙ୍କ ଉପରେ,, ସେଇଠୁ ହେଲା ଦିଗ ପରିବର୍ତନ, ହୋମ ମିନିଷ୍ଟ୍ରି,, କହିଲା ଆଇନି ଯାହା କହୁଛି କରନ୍ତୁ,, ଗିରଫ ହେଲେ ସମସ୍ତେ କିନ୍ତୁ ବେଲ ମିଳିଗଲା,,, କଥା ହେଇଗଲା ହାଇପ୍ରୋଫାଇଲ,, କୀର୍ତ୍ତି ବି ଗିରଫ ହେଇ ବେଲ ପାଇଲେ,, ଏହାକୁ ଦେଖୁଥାନ୍ତି ବମ୍ବେ ଡାଏଙ୍ଗ ର ମାଲିକ ୱାଡିଆ ତାଙ୍କ ଆଇନି ପରାମର୍ଶ ଟିମ ଚାହିଁଲେ ଜବରଦସ୍ତ ଆକ୍ସନ,, କଥା ପଂହଁଚିଲା କେନ୍ଦ୍ର ତଦନ୍ତ ସଂସ୍ଥା CBI ଉପରେ ଆଉ କାଳ ବିଳମ୍ବ ନକରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତୁରନ୍ତ ଚାହିଁଲେ ଦେଇଦିଅ ସି ବି ଆଇ କୁ, ଚାଲିଲା ଚାରିବର୍ଷ, ପୁଣି ଦାଇତ୍ୱ ନେଲେ କେନ୍ଦ୍ରୀୟ ଗୋଏନ୍ଦା ସଂସ୍ଥା, ସମାଧାନ ହେଲା ଏଇ ଅଳ୍ପ ଦିନ ତଳେ 2023 ଶେଷ ରେ ସ୍ୱାଧୀନ ଭାରତର ବଡ଼ ତଦନ୍ତ କାରି ସଂସ୍ଥା (CBI COURT) ନ୍ୟାୟ ଦେଲେ ଯେ ଯୋଉ ଟେପ ରେକର୍ଡ ରେ କଥା ଗୁଡିକ ରେକଡ଼ ଭାବେ ପୋଲିସ ରଖିଥିଲା ତାହା ଆଉ ଶୁଭୁନି, ତେଣୁ କେଶକୁ ଡିସମିସ କରାଗଲା 40 ବର୍ଷ ପରେ,,, ଅପରାଧ ରେ ଜଡିତ ଅନେକ ଙ୍କର ମୁର୍ତ୍ତୃ ହେଲାଣି କିନ୍ତୁ କଣପାଇଁ ଯୋଜନା ହେଇଥିଲା ରହସ୍ୟ ହେଇ ରହିଗଲା,,,ସେମିତି ଆହୁରି ଅନେକ ହାଇ ପ୍ରୋଫାଇଲ କେଶ ବି ବର୍ତମାନ କୋର୍ଟ ରେ ଯେମିତି ପଙ୍କଜ ମେହେରା ଙ୍କ କେଶ 1982 ରେ, ଯମୁନାଲାଲ ଙ୍କ 1986 ରେ ଓ ବିପିନ କପଡ଼ିଆ ଙ୍କର 1974 ରେ,,, ଫାଇସଲା ହେଇପାରୁନି,, କାହିଁକି,,,କିଏ,, କିଏ କରିଥିଲେ ଷଡଯନ୍ତ୍ର,,,