ବୌଦ୍ଧ : ଜିଆଁକଟା ବେଆଇନ୍ ବାଣ ଗୋଦାମ୍ ରେ ବାଣ ବିସ୍ପରଣ.ତିନି ମୃତ୍ୟୁ ଅନେକ ଆହାତ..ପ୍ରଶାସନ ର ଛାନ୍ ବିନ୍-କୁନା ଦିଗଲ ଦର୍ଶନ ସମୀକ୍ଷା

Spread the love

ବୌଦ୍ଧ : ଜିଆଁକଟା ବେଆଇନ୍ ବାଣ ଗୋଦାମ୍ ରେ ବାଣ ବିସ୍ପରଣ.ତିନି ମୃତ୍ୟୁ ଅନେକ ଆହାତ..ପ୍ରଶାସନ ର ଛାନ୍ ବିନ୍..

ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଜିଆଁକଟା ବେଆଇନ ବାଣ ଗୋଦାମ ବିସ୍ପୋରଣ ରେ ତିନି ମୃତ 25 ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି l ଅଗ୍ନିଶମ ବାହିନୀ, ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ l ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ସମସ୍ତ ଆହାତ ଙ୍କୁ ମେଡିକାଲ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି l ହେଲେ ଏହି ଜିଆଁକଟା ଗ୍ରାମ ନିକଟରେ ବେଆଇନ୍ ବାଣ ଗୋଦାମ୍ କାହିଁକି କରାଯାଇଥିଲା ସେ ଉପରେ ତଦନ୍ତ ଜାରି ରହିଛି l

Leave a Reply

Your email address will not be published. Required fields are marked *