Spread the love

କନ୍ଧମାଳ : ଖଜୁରୀପଡ଼ା ରେ ଦୁଇ ଦିନିଆଁ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ହାଇସ୍କୁଲ ପଡ଼ିଆ ଠାରେ ଦୁଇ ଦିନିଆଁ କ୍ରୀଡ଼ା ପ୍ରତିଯୋଗିତା ଉଦଯାପନୀ ହେଇଯାଇଛି l ଏହି କ୍ରୀଡ଼ା ପ୍ରତିଯୋଗୀତା ଟି ଖଜୁରୀପଡ଼ା ବ୍ଲକ୍ ସାମ୍ପ୍ରସାରଣ ଅଧିକାରୀ ରାଜେସ କୁମାର ମୂର୍ମୁ ଏବଂ ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ ଙ୍କ ନେତୃତ୍ୱରେ ହେଇଥିଲା l ଏହି ପ୍ରତିଯୋଗିତା ରେ ଅତିଥିଭାବେ ଏସ୍ ଡି ସି ଅଧ୍ୟକ୍ଷ ରଦନ ମଲିକ, ବ୍ଲକ୍ ଅଧ୍ୟକ୍ଷା ଅନିମା କହଁର , ଗୋଷ୍ଠି ଉନୟନ ଅଧିକାରୀ ଜର୍ଜ ଡୁଙ୍ଗ ଡୁଙ୍ଗ, ଏସ୍ ଡି ସି ର ସଦସ୍ୟା ସ୍ୱର୍ଣ୍ଣଲତା କହଁର , ଜିଲ୍ଲା ପରିଷଦ ସଭ୍ୟା ମମତା ମଲିକ, ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ , ସୁଜିତ୍ତ ପ୍ରଧାନ, ଲାଶ୍ମି ପ୍ରଧାନ , ସମିତି ସଭ୍ୟ ସଭ୍ୟା ଗଣ ଏହି ଉଦଯାପନୀ ପ୍ରତିଯୋଗିତା ରେ ମଞ୍ଚାସିନ ଥିଲେ l ଏହି ଦୁଇ ଦିନିଆଁ କ୍ରୀଡ଼ା ପ୍ରତିଯୋଗିତା ରେ କୃତି ପ୍ରତି ଯୋଗୀ ମାନଙ୍କୁ ପ୍ରଥମ ସ୍ତାନ ଅଧିକାର କରିଥିବା ଦଳ କୁ ଦୁଇ ହଜାର ପାଞ୍ଚ ସହ ଟଙ୍କା, ଦ୍ୱତୀୟ ସ୍ତାନ ଦଳ କୁ ପନ୍ଦର ସହ ଟଙ୍କା ଲେଖାଏଁ ଦେବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗିତା ରେ କ୍ରୀଡ଼ା ଶିକ୍ଷକ ରଙ୍କନିଧି ବେହେରା, ଇନ୍ଦ୍ରମଣି ନାୟକ , ତିଲୋଚନ ପ୍ରଧାନ , ରାଜକିଶ୍ୱର ଦାସ ଖେଳ ପରିଚାଳନା କରିଥିବା ବେଳେ ଦୁତିମେଣ୍ଡି ପଞ୍ଚାୟତ ର ପି ଇ ଓ ପଟ୍ନାୟକ ଏତି ସୁନ୍ଦର ଭାବେ ପଞ୍ଚପରିଚାଳନା କରିଥିଲେ l କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲ ଙ୍କ ରିପୋର୍ଟ.. ଅଧିକାରୀ ରାଜେସ କୁମାର ମୂର୍ମୁ ଏବଂ ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ ଙ୍କ ନେତୃତ୍ୱରେ ହେଇଥିଲା l ଏହି ପ୍ରତିଯୋଗିତା ରେ ଅତିଥିଭାବେ ଏସ୍ ଡି ସି ଅଧ୍ୟକ୍ଷ ରଦନ ମଲିକ, ବ୍ଲକ୍ ଅଧ୍ୟକ୍ଷା ଅନିମା କହଁର , ଗୋଷ୍ଠି ଉନୟନ ଅଧିକାରୀ ଜର୍ଜ ଡୁଙ୍ଗ ଡୁଙ୍ଗ, ଏସ୍ ଡି ସି ର ସଦସ୍ୟା ସ୍ୱର୍ଣ୍ଣଲତା କହଁର , ଜିଲ୍ଲା ପରିଷଦ ସଭ୍ୟା ମମତା ମଲିକ, ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ , ସୁଜିତ୍ତ ପ୍ରଧାନ, ଲାଶ୍ମି ପ୍ରଧାନ , ସମିତି ସଭ୍ୟ ସଭ୍ୟା ଗଣ ଏହି ଉଦଯାପନୀ ପ୍ରତିଯୋଗିତା ରେ ମଞ୍ଚାସିନ ଥିଲେ l ଏହି ଦୁଇ ଦିନିଆଁ କ୍ରୀଡ଼ା ପ୍ରତିଯୋଗିତା ରେ କୃତି ପ୍ରତି ଯୋଗୀ ମାନଙ୍କୁ ପ୍ରଥମ ସ୍ତାନ ଅଧିକାର କରିଥିବା ଦଳ କୁ ଦୁଇ ହଜାର ପାଞ୍ଚ ସହ ଟଙ୍କା, ଦ୍ୱତୀୟ ସ୍ତାନ ଦଳ କୁ ପନ୍ଦର ସହ ଟଙ୍କା ଲେଖାଏଁ ଦେବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗିତା ରେ କ୍ରୀଡ଼ା ଶିକ୍ଷକ ରଙ୍କନିଧି ବେହେରା, ଇନ୍ଦ୍ରମଣି ନାୟକ , ତିଲୋଚନ ପ୍ରଧାନ , ରାଜକିଶ୍ୱର ଦାସ ଖେଳ ପରିଚାଳନା କରିଥିବା ବେଳେ ଦୁତିମେଣ୍ଡି ପଞ୍ଚାୟତ ର ପି ଇ ଓ ପଟ୍ନାୟକ ଏତି ସୁନ୍ଦର ଭାବେ ପଞ୍ଚପରିଚାଳନା କରିଥିଲେ l କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲ ଙ୍କ ରିପୋର୍ଟ..

Leave a Reply

Your email address will not be published. Required fields are marked *