Spread the love

ଆଜି ପଶ୍ଚିମବଙ୍ଗ ସଂଦେଲଖାଲି ରେ ଏନଫୋର୍ସମେଣ୍ଟ ନିର୍ଦେଶାଳୟ ର ଗୋଟିଏ ଟିମ ଉପରେ ଅତର୍କିତ ଆକ୍ରମଣ କଲେ ପାଖାପାଖି 200 ରୁ ଅଧିକା ଲୋକ,,TMC ନେତାଙ୍କ ଘରେ ଏକ ରାସନ ବଣ୍ଟନ ଦୁର୍ନୀତି ଉପରେ କରିବାର ଥିଲା ଅନୁସନ୍ଧାନ, ଯେମିତି ଖବର ମିଳିଲା, ଟିମସି ନେତା ସାହାଜାହାନ ଶେଖ ଙ୍କ ଘର ପାଖରେ ED ର ଗାଡି ଲାଗିଲା ବେଳକୁ କୁଆଡୁ ଥିଲେ ଲୋକମାନେ ଲାଠି ପଥର ଧରି ମାଡିଆସିଲେ, ଅଧିକାରୀ ମାନଙ୍କ ଗାଡି ଭାଙ୍ଗି ଚୁର ମାର କରିବା ସହିତ କିଛି ଅଧିକାରୀ ଙ୍କୁ ଗୋଡ଼େଇଲେ ବାଡ଼େଇବାକୁ,, ପ୍ରାଣବିଳରେ ଅଧିକାରୀ ମାନେ ଇଆଡ଼େ ସିଆଡେ ଦୌଡୁଥିବା ବେଳେ କିଛି ଲୋକ ଆକ୍ରମଣକାରି ଙ୍କ ନିକଟରୁ ବଂଚେଇଥିଲେ ଅଫିସର ମାନଂକୁ,, ଏହା ଏକ ସଂଗୀନ ଘଟଣା, କେତେ ଆହତ ହେଇଛନ୍ତି ସଠିକ ଜଣାପଡ଼ୁନି,,,

Leave a Reply

Your email address will not be published. Required fields are marked *