Spread the love

ହାଇଟେକ ମେଡିକାଲରେ ମୃତ୍ୟୁ ନେଇ ଦ୍ବନ୍ଦ୍ବ ପ୍ରସଙ୍ଗ
ପ୍ରତିକ୍ରିୟା ରଖିଲେ ମେଡିକାଲ କର୍ତ୍ତୃପକ୍ଷ.
‘ଜୀବିତ ବ୍ୟକ୍ତି ଦିଲ୍ଲୀପ ବୋଲି ୮୦% ନିଶ୍ଚିତ ଅଛୁ’.
‘ବିସ୍ଫୋରଣ ପରେ ୪ ଜଣଙ୍କ ଚାଲିଥିଲା ଚିକିତ୍ସା’.
ଦିଲ୍ଲୀପ ସାମନ୍ତରାୟ ଓ ଶ୍ରୀତମ ସାହୁଙ୍କୁ ମୃତ ଘୋଷଣା କରାଯାଇଥିଲା’.
ଜ୍ୟୋତି ମଲ୍ଲିକ ଓ ସୀମାଞ୍ଚଳ ବିଶ୍ବାଳଙ୍କୁ ଜୀବିତ କହିଥିଲୁ!.
ପରିବାର ଓ କାର୍ଯ୍ୟରତ ଥାର୍ଡ ପାର୍ଟିର ଚିହ୍ନଟ ପରେ କହିଥିଲୁ’.
ଗତକାଲି ଜ୍ୟୋତି ରଞ୍ଜନ ନିଜକୁ ଦିଲ୍ଲୀପ ବୋଲି କହିଛନ୍ତି’.
‘ଭେଣ୍ଟିଲେଟୋରରୁ ବାହାରିବା ପରେ ନିଜ ପରିଚୟ କହିଛନ୍ତି’!

Leave a Reply

Your email address will not be published. Required fields are marked *