Spread the love

କଟକ ପାଇଁ ଏକ ଖୁସିର ଖବର,ପର୍ଯ୍ୟଟନ ପାଇଁ କଟକ ରେ ଦୁଇ ସୀମାରେ ନଦୀ, ତଥା ଜଳସମ୍ପଦ, ଅନେକ ଧାର୍ମିକ ପୀଠ ପୁରୁଣା କୀର୍ତି ଅଛି, ଯଦି ଅନ୍ୟ ରାଜ୍ୟ ଦେଶ ପରି ତତ୍ପରତା କରାଯାଇ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରାଯାଆନ୍ତା, ତେବେ ସହରରେ ଅନେକ ଯୁବ ପିଢ଼ି କର୍ମ ନିଯୁକ୍ତି ପାଇ ନିଜ ପାରିବାରର ବୋଝ ହୋଇ ରୁହନ୍ତେନି, ବା କିଛି ମାତ୍ରରେ ବେକାର ସମସ୍ୟା ଦୂର ମଧ୍ୟ ହୁଅନ୍ତା.ସରକାରଙ୍କ ଏଭଳି ପଦକ୍ଷପ କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ କଟକ ବାସୀ ଅପେକ୍ଷା କରିଥିବା ଏଭଳି ନୂଆ ନୂଆ ଯୋଜନା ରେ ସହଯୋଗର ହାତ ବଢ଼ାଇ ସରକାର ଙ୍କୁ ସ୍ୱାଗତ ଜଣାଇଛନ୍ତି

Leave a Reply

Your email address will not be published. Required fields are marked *