Spread the love Post navigation ବିଜେପି ତରଫରୁ ରାଜଭବନ ଆଗରେ ଧାରଣା ଚାଲିଛି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ ଆଇନି ପରିସ୍ଥିତି ଅସମ୍ଭାଳ ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କୁ ଗୁଳି ମାରିବା ପରେ ମଧ୍ୟ୍ୟ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରୁଥିବାରୁ ସେ ଇସ୍ତଫା ଦିଅନ୍ତୁ. କିଛି ଦିନ ହେବ ସବୁ ରାଜନୀତି ଦଳର ବିକ୍ଷୋଭ ଆନ୍ଦୋଳନ ରେ ଭୁବନେଶ୍ୱର ପଡୁଛି ଉଠୁଛି.. ଅରୂପ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ଜୟନାରାୟଣଙ୍କ ପ୍ରତିକ୍ରିୟା। ‘ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମାରିପାରୁଛନ୍ତି, ମୋତେ ବି ମାରିପାରିବେ’। ‘ମୁଁ ଜଣେ ସାଧାରଣ ମଣିଷ, ସେ ଚାହିଁଲେ ମାରିପାରିବେ’। ‘ସେ ଯେଉଁଠିକି କହିବେ ସେଠାକୁ ଯିବି , ମୋତେ ମାରିପାରିବେ’!.
Spirituality Ram Navami Special//किष्किंधा पर्वत, रामायण में एक महत्वपूर्ण स्थान है, जहां भगवान राम और हनुमान की पहली मुलाकात हुई थी। यह पर्वत कर्नाटक के कोप्पल और बेल्लारी जिले के पास स्थित है, और इसे अंजनी पर्वत के नाम से भी जाना जाता है। Darshan Samikhya Apr 11, 2025 0 Comments
News ଭୁବନେଶ୍ୱର //ବାଣୀ ବିହାର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା (DLSA) ଦ୍ଵାରା ଲିଙ୍ଗ ଗତ ଉତ୍ପୀଡନ,ମାନସିକ ଦୁର୍ବଳତା ଏବଂ ଅନୁସୂଚିତ ଜାତି ଓ ଜନଜାତି ଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । Darshan Samikhya Apr 11, 2025 0 Comments
News କୋରାପୁଟ ଓ ମାଲକାନଗିରି ଜିଲ୍ଲାର ତେନ୍ତୁଲିଗୁମା, କିଆଙ୍ଗ ଓ କର୍ପନପାଲି ଆଦି ଗ୍ରାମରେ ବସବାସ କରୁଥିବା ଉପାନ୍ତବାସୀ ଙ୍କୁ ଆଲୋକମୁହାଁ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅହରହ ପ୍ରୟାସ ଜାରିରଖିଛି ହାଇଦ୍ରାବାଦର ମିନାକ୍ଷୀ ଗ୍ରୁପ,ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବି.ଶ୍ରୀନିଭାସ ଙ୍କ ଉଦ୍ୟମରେ ସ୍ୱଚ୍ଛ ପାନୀୟ ଜଳ,ଯୋଗାଯୋଗ ପାଇଁ ପକ୍କା ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟସେବା ମୌଳିକ ବ୍ୟବସ୍ଥା ଦୀର୍ଘ ଦଶ ବର୍ଷ ହେବ କରୁଆସୁଛନ୍ତି Darshan Samikhya Apr 11, 2025 0 Comments