Spread the love Post navigation ଓଡ଼ିଶାକୁମିଳିବନିସ୍ୱତନ୍ତ୍ର_ପାହ୍ୟା: ନିର୍ମଳାପ୍ରେସମିଟରେ ସ୍ପଷ୍ଟ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ‘ଆଗାମୀ ଦିନରେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବନି’‘ଏନେଇ ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି ଆଜି କଟକ ରେ ବାଦାମବାଡ଼ି ପୋଲିସ ଚାରି ଜଣ ଫଳ ବେପାରୀ କୁ ଗିରଫ କଲେ. ଜଣେ ମହିଳା ଫଳ ବାଛି କଳା ଜରିରେ ଓଜନ କରି ପଇସା ଦେଇ ଘରକୁ ଆସି ଦେଖିଲା ବେଳକୁ ଅଧା ସେଥିରୁ ପଚା. ମହିଳା ଜଣକ ଥାନାରେ ଅଭିଯୋଗ କଲାପରେ ପୋଲିସ ଘଟଣାର ଅନୁଧ୍ୟାନ କରି ଚାରିଜଣକୁ ଗିରଫ କଲେ. ଯାହା ଲୋକଙ୍କୁ ପଚାରିଲେ ଲୋକେ କୁହନ୍ତି ଏହା କିଛି ନୂଆ କଥା ନୁହେଁ ଏମାନେ ପ୍ରାୟତଃ ସବୁଦିନ ଏହିପରି କରିଆସୁଛନ୍ତି.. ଫଳ ବଜାର ର ସଭାପତି କହିଲେ ଫଳ ପେଟିରେ ବହୁତ ପଚା ଫଳ ବାହାରେ ଯଦି କିଏ ଦେଇଥିବ ସିଏ ନିଶ୍ଚିତ ଭୁଲ କରିଛି.. ଦଣ୍ଡ ମିଳିବା ଦରକାର.. ଜନସାଧାରଣ ଏପରି ପୋଲିସ ର ଆକ୍ସନ ମୁଡ଼ କୁ ପ୍ରଶଂସା କରିଛନ୍ତି.
Story ସନାତନ ହିନ୍ଦୁ ଧର୍ମ ନିଜର ମଙ୍ଗଳ କରି ଅନ୍ୟର ଅମଙ୍ଗଳ କରିବା କୁ ଶିଖେଇ ନାହିଁ । ଅନ୍ୟର ନିନ୍ଦା କରିବା ଶିଖେଇନାହିଁ ।ସମସ୍ତଙ୍କୁ ନେଇ ଚାଲିବା ଶିଖେଇଛି – ସୁନ୍ଦର ସମାଜ ଗଢିବା ଓ ସମାଜ ମଙ୍ଗଳ ଶିଖେଇଛି -ବିଶ୍ୱଜିତ ପାଳ Darshan Samikhya Sep 20, 2024 0 Comments
News ଭାରତପୁର ଥାନା ନିର୍ଯ୍ୟାତନା ଘଟଣା.ନବୀନ ପଟ୍ଟନାୟକ ଙ୍କ ଦୃଢ଼ ନିନ୍ଦା. ଆଉ ବରଦାସ୍ତ କରାଯିବନି ଜିଲ୍ଲାପାଳ ଙ୍କ ପୁଅ ଘଟଣା ଓ ବର୍ତମାନ ଘଟଣା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ. Darshan Samikhya Sep 20, 2024 0 Comments
Spirituality सती का भ्रम, श्रीराम एश्वर्य एवं सती का खेद॥श्रीरामचरितमानस.-बालकाण्ड. Darshan Samikhya Sep 20, 2024 0 Comments