Spread the love Post navigation ବିରୋଧୀ ଦଳ ନେତା ବିଜେପି ର ଜା୍ୟନାରାୟଣ ମିଶ୍ର ଙ୍କ ବିରୋଧରେ ଆଜି ଭୁବନେଶ୍ୱର ରେ ରାଜ୍ୟ ବିଜେଡି ମହିଳା ମୋର୍ଚା ର ବିରୋଧ.ମହିଳାଙ୍କୁ ଆସନମାନ କାହିଁକି କଲେ.. ମହିଳା ଆଇଆଇସିଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ମାମଲା। କେବେ ବିଜେପି ସଂପୃକ୍ତ ମହିଳା ପୋଲିସଙ୍କୁ ନ୍ୟାୟ ଦେବ????? ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି: ପ୍ରଣବ ପ୍ରକାଶ ଦାସ!.
Spirituality Ram Navami Special//किष्किंधा पर्वत, रामायण में एक महत्वपूर्ण स्थान है, जहां भगवान राम और हनुमान की पहली मुलाकात हुई थी। यह पर्वत कर्नाटक के कोप्पल और बेल्लारी जिले के पास स्थित है, और इसे अंजनी पर्वत के नाम से भी जाना जाता है। Darshan Samikhya Apr 11, 2025 0 Comments
News ଭୁବନେଶ୍ୱର //ବାଣୀ ବିହାର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା (DLSA) ଦ୍ଵାରା ଲିଙ୍ଗ ଗତ ଉତ୍ପୀଡନ,ମାନସିକ ଦୁର୍ବଳତା ଏବଂ ଅନୁସୂଚିତ ଜାତି ଓ ଜନଜାତି ଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । Darshan Samikhya Apr 11, 2025 0 Comments
News କୋରାପୁଟ ଓ ମାଲକାନଗିରି ଜିଲ୍ଲାର ତେନ୍ତୁଲିଗୁମା, କିଆଙ୍ଗ ଓ କର୍ପନପାଲି ଆଦି ଗ୍ରାମରେ ବସବାସ କରୁଥିବା ଉପାନ୍ତବାସୀ ଙ୍କୁ ଆଲୋକମୁହାଁ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅହରହ ପ୍ରୟାସ ଜାରିରଖିଛି ହାଇଦ୍ରାବାଦର ମିନାକ୍ଷୀ ଗ୍ରୁପ,ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବି.ଶ୍ରୀନିଭାସ ଙ୍କ ଉଦ୍ୟମରେ ସ୍ୱଚ୍ଛ ପାନୀୟ ଜଳ,ଯୋଗାଯୋଗ ପାଇଁ ପକ୍କା ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟସେବା ମୌଳିକ ବ୍ୟବସ୍ଥା ଦୀର୍ଘ ଦଶ ବର୍ଷ ହେବ କରୁଆସୁଛନ୍ତି Darshan Samikhya Apr 11, 2025 0 Comments