Spread the love

ଏକାଚାଟିଆ ମନମୁଖୀ ଶାସନ ଭାବେ, ଗଣତନ୍ତ୍ର ନିଜର ପ୍ରଭାବ ବଳରେ ଖୋଲା ଖୋଲି ଉଲଗ୍ନ କରି,ସର୍ବମତି ନ ନେଇ,ମାନ୍ୟବର ବିଧାୟକ ଙ୍କନାମ ନ ରଖି ବାଏମିତିରେ କହିବାକୁ ଗଲେ, ତିନୋଟି ମଣ୍ଡଳ କୁ ନେଇ ସିଏମସି ନିର୍ବାଚନ ହୋଇଥାଏ. କିନ୍ତୁ କଟକ ବାରବାଟୀ ସିଏମସି ଅଧୀନରେ ଥାଇ ମଧ୍ୟ କଟକ ବାରବାଟି ବିଧାୟକଙ୍କୁ ଅନେକ ସଭାସମିତିରେ ଆମନ୍ତ୍ରଣ କରାଯାଉନାହିଁ. ବିଧାୟକଙ୍କ ପ୍ରତି ଆସନ୍ନମାନ. ପୁଣି 3ଟି ସ୍ଥାନରେ ଫଳକରେ ନାଁ ନାହିଁ, ଉଭାନ ହୋଇଛି ବିଧାୟକ ମହୋଦୟଙ୍କ ନାମ. ଏବଂ 30 ବର୍ଷ ରୁ ଉର୍ଦ୍ଧ ଜଣେ ସିଏମସି ଅଧିକାରୀ ଙ୍କୁ ବଦଳି ବିରୋଧରେ ଆଜି ଅନଶନରେ ବସିଲେ ବିରୋଧୀ, କଂଗ୍ରେସ, ସ୍ବାଧିନ ଓ଼ ବିଜେପି.କିଛି ଅଧିକାରୀ ସେମାନଙ୍କୁ ନାଲି ଆଖି ଧମକ ଦେଲେ ବୋଲି ବିରୋଧୀ ଆକ୍ଷେପ କରି ବାରୁ ଆକ୍ରୋଶ ବାଢିଲା,ରାତି ପ୍ରାୟ 12ଟା ଉପରେ ଚାଳିଥିଲା. ବିଧାୟକ ଆସିବା ଯାଏ ଆଦି ବସିଲେ ବିରୋଧୀ. କାହିଁକି ଆମକୁ ଧମକ ଦେଲେ ଗଣତନ୍ତ୍ର ରେ ଦାଦାଗିରି. ପୁଣି ୱାର୍ଡ ମେମ୍ବର ମାନଙ୍କୁ, ପଦବୀରେ ରହି ମାନ ମର୍ଯ୍ୟାଦା ଭୁଲିଗଲେ.ଉଚ୍ଚ ପଦବୀର ଦୂରପୋଯୋଗ କରିବାର ସାହସ କିଏ ଦେଲା କଟକ ଭାଇଚାରା ସହରରେ, ଯେଉଁଟି ହାତେ ଚାଖେଣ୍ଡେରେ ସାହିବସ୍ତି ମାଭଉଣୀ, କଦାପି ବରଦାସ୍ତ କରାଯିବନି ଆଗକୁ ବିଭିନ୍ନ ସଂଗଠନ ଆସି ଲଡେଇ ତୀବ୍ର ଜୋରଦାର କରିବେ ବାହୁବଳୀ ରାଜ ଏକ ଛତ୍ରବାଦ ଶାସନ ର.ଆମର ଲଢେଇ ନିର୍ଣ୍ଣୟକ ନ ହେବା ଯାଏ ଜାରି ରହିବ, ଏଲାନ କଲେ ବିରୋଧୀ.ଏତେ ହଟୋ ଗୋଲ ସତ୍ୟେ ବିନା ବିରୋଧୀରେ କାଉନସିଲ ମିଟିଙ୍ଗ ଚାଲିଥିଲା.

Leave a Reply

Your email address will not be published. Required fields are marked *