ବିନା ସମ୍ବଳରେ ରାଜନୀତିକୁ ଆସିବା ଭୁଲ ଥିଲା
ମୁଁ କାହାଠାରୁ ଟଙ୍କାଟିଏ ଲାଞ୍ଚ ନେଇନି
ଦଳ ଗଢିବା ପୂର୍ବରୁ ୫୦ ଶିଳ୍ପପତିଙ୍କୁ ଦେଖା କରିବାକୁ ଚିଠି କଲି, କେହି ଆସିଲେନି
ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଭଦ୍ରାରେ ବର୍ଷକୁ ୧ କୋଟିରୁ ଅଧିକ ମହିଳାଙ୍କୁ ଦିଆଯାଉଥିବା ପ୍ରାୟ ₹୧୦ ହଜାର କୋଟି ଟଙ୍କା ରଖି ବ୍ୟାଙ୍କକୁ ଡାକିଥାନ୍ତି; ସେବାଟେ ୪୪ ଲକ୍ଷ ମହିଳାଙ୍କ ମାସିକ ଆୟ ₹୨୦ ହଜାର ହୋଇପାରିଥାନ୍ତା
-ଡ ଯତୀଶ ମହାନ୍ତି, IAS, ସମୃଦ୍ଧ ଓଡ଼ିଶା











