ଶ୍ରୀକ୍ଷେତ୍ର ବଡ଼ ଶଙ୍ଖ ସ୍ଥିତ ତ୍ରିମୁର୍ତ୍ତି ହାଇ ଟସ ରେ ସପ୍ତାହ ବ୍ୟାପି ଭାଗବତ ପୂରାଣ.
ପୁରୀ ପ୍ରକାଶ ଚନ୍ଦ୍ର ବେଉରା ଦର୍ଶନ ସମୀକ୍ଷା
ଶ୍ରୀକ୍ଷେତ୍ର ବଡ଼ ଶଙ୍ଖ ସ୍ଥିତ ତ୍ରିମୁର୍ତ୍ତି ହାଇ ଟସ ରେ ସପ୍ତାହ ବ୍ୟାପି ଭାଗବତ ପୂରାଣ. ପ୍ରବଚନ ଭାଗବତ ଗାଥାସଂକୀର୍ତନ ର ଶୁଭାରମ୍ଭ ହୋଇ ଯାଇଛି.ଗୁଜୁରାଟ ର ତୀର୍ଥ ଧାମ କଥାବାଚକ ପଣ୍ଡିତ ଭିଶାଲ କ୍ରିଷ୍ନା ଶାସ୍ତ୍ରିଜୀ ଭାଗବତ କଥାମୃତ ରସରେ ଭାଗବତ ପ୍ରେମୀ ଶ୍ରଦ୍ଧାଳୁଙ୍କୁ ଭକ୍ତି ପଶରା ରେ ବିଭୋର କରାଇଥିଲେ.କଳିଯୁଗରେ ହରେକୃଷ୍ଣ ମହାମାନ୍ତରରେ ମୁକ୍ତିର ମୁକ୍ତିର ସର୍ବଶ୍ରେଷ୍ଠ ମଧ୍ୟମ ବୋଲି ଶାସ୍ତ୍ରିଜୀ କହିଥିଲେ.

ସେହି ସପ୍ତାହ ବ୍ୟାପି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେଜେଜମାନ ଅନିରୁଦ୍ଧ ସିଂ, ଜିଟି ପିଏଲ ଚେୟାର ମ୍ୟାନ ନାଗୁବାଦ ଜାଡେଜା ଙ୍କ ତତ୍ଵାବଧାନରେ ଆୟୋଜକ ହୋଇଥିବା ବେଳେଶୁଭେଚ୍ଛ କ ଗୀତବା ପ୍ରଭୂଜି ଉପସ୍ଥିତ ଥିଲେ.ଏହି ଅବସରରେ ଜାଡେଜା ପରିବାର ତରଫରୁ ସତୀଜୀଙ୍କୁ ଧୂପ ଦୀପ ବସ୍ତ୍ର ଉତ୍ତରୀ ମାଲ୍ୟା୍ପର୍ଣ ସହ ସମ୍ଭାର୍ଦ୍ଧନା କରାଯାଇଥିଲା.











