ବିକଶିତ ଓଡ଼ିଶା, ବିକଶିତ ଭାରତ ଲକ୍ଷ୍ୟରେ ନୟାଗଡ

Spread the love

ବିକଶିତ ଓଡ଼ିଶା, ବିକଶିତ ଭାରତ ଲକ୍ଷ୍ୟରେ ନୟାଗଡ

ଭୁବନେଶ୍ୱର ତା-୦୬. ୧୦. ୨୦୨୬ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ l ଉନ୍ନୟନ କମିଶନର ଙ୍କ ସମେତ ବିଭିନ୍ନ ବିଭାଗ ର ସଚିବ ଉପସ୍ଥିତ l ଗତ ମାସରେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା l ଅନ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା l

ବିକଶିତ ଓଡ଼ିଶା, ବିକଶିତ ଭାରତ ଲକ୍ଷ୍ୟରେ ନୟାଗଡ ଜିଲ୍ଲାରେ ୨୫ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରିତା ସମ୍ପର୍କରେ କାର୍ଯ୍ୟପନ୍ଥା ( ରୋଡ ମ୍ୟାପ) ନେଇ ଜିଲ୍ଲାପାଳଙ୍କ ଉପସ୍ଥାପନା l ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବଙ୍କ ଆଲୋଚନାରେ ଅଂଶ ଗ୍ରହଣ l
ଗତ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟର ରାଜସ୍ବ ଆଦାୟ ଏବଂ ବ୍ୟୟ ସ୍ଥିତି ସମୀକ୍ଷା l

Pathani Rout
PRO to CS