ଗଛ ମୂଳରେ ସବୁଦିନ ପାଣି ଦେବାକୁ ପଡିଥାଏ, କିନ୍ତୁ ଫଳ ଋତୁ ଅନୁସାରେ ହିଁ ଆସିଥାଏ।ସେଥିପାଇଁ ଜୀବନରେ ଧର୍ଯ୍ୟ ରଖନ୍ତୁ କାହିଁକି ନା ପ୍ରତ୍ୟେକ କାର୍ଯ୍ୟ ସଠିକ୍ ସମୟରେ ହିଁ ସଫଳ ହୋଇଥାଏ।
ସ୍ରୁଷ୍ଟିର ନିୟମ ଅଛି ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ।ତାହା ଧନ ହେଉ କିମ୍ବା ଭୋଜନ,ସମ୍ନାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ।
ଈଶ୍ୱର କାହାକୁ ଦଣ୍ଡ ଦିଅନ୍ତି ନାହିଁ। ମନୁଷ୍ୟକୁ ତା’ର ପାପ ହିଁ ଦଣ୍ଡ ଦେଇଥାଏ। ଆମେ ତେଣୁ ଦୁଇଟି ଜିନିଷ ପ୍ରତି ସତର୍କ ହେବା ଉଚିତ – ଗୋଟିଏ ଈଶ୍ୱର ଓ ଅନ୍ୟଟି ପାପ।
ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ ହିଁ ଫଳିଥାଏ। ଏଥିପାଇଁ ପ୍ରତିଦିନ ଭଲ କାମ କରିବା ଦରକାର। ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିଥାଏ।