ବୈରାଗ୍ୟ ବିନା କୈାଣସି ମନୁଷ୍ୟ ସମ୍ପୁର୍ଣ୍ଣ ଅନ୍ତଃକରଣରେ ପରୋପକାର କରିପାରେ ନାହିଁ। ବୈରାଗୀ ମନୁଷ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ଥାଏ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥାଏ।
ଜୀବନରେ ବିନା ସାଧନାରେ ଧ୍ୟାନ କରିବା ଅପେକ୍ଷା ଜୀବନରେ ଗୋଟିଏ ଦିନ ବୁଝିସୁଝି ବଞ୍ଚିବା ବହୁତ୍ ଭଲ।
ପ୍ରତ୍ୟକ ମନୁଷ୍ୟର ଭଲ ଏବଂ ଖରାପ ସ୍ବାସ୍ଥ୍ୟ ସବୁବେଳେ ନିଜର । ଏଥିପାଇଁ ଖାଦ୍ୟ, ପାନୀୟ ଏବଂ ଦିନଚର୍ଯ୍ୟାର ଧ୍ୟାନ ରଖିବା ଆବଶ୍ୟକ।
ବିତି ଯାଇଥିବା ଖରାପ ସମୟକୁ ମନେ ନପକାଇବା ଉଚିତ୍ । ଭବିଷ୍ୟତ ପାଇଁ ସ୍ବପ୍ନ ନଦେଖିବା ଉଚିତ୍ । କେବଳ ବର୍ତ୍ତମାନ କୁ ହିଁ ଧ୍ୟାନ ଦେବା ଉଚିତ୍।
ବିନା କାରଣରେ କେବେ ହେଲେ କାହା ଉପରେ ସନ୍ଦେହ କରିବା ଉଚିତ୍ ନୁହେଁ । ସନ୍ଦେହ ସବୁବେଳେ ଲୋକଙ୍କୁ ପରସ୍ପରଠାରୁ ଅଲଗା କରି ଦେଇଥାଏ ।
ଜୟ ଜଗନ୍ନାଥ