Spread the love

ନକଲି ଗୁମାସ୍ତାଙ୍କୁ ଗିରଫ କଲା ପୁଲିସ
୫ଦିନରେ ୧୧ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରାଇବାକୁ ଭକ୍ତଙ୍କ ଠାରୁ ଟଙ୍କା ନେଉଥିଲେ
ଭକ୍ତଙ୍କୁ ଲୋଭ ଦେଖାଉଥିଲା ବେଳେ ଧରିଛି ପୁଲିସ
ଶ୍ରୀଜଗନ୍ନାଥଙ୍କ ଦର୍ଶନ ସଂପୂର୍ଣ୍ଣ ମାଗଣା
ଯଦି କିଏ ଟଙ୍କା ନେବ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସର ଚେତାବନୀ

Leave a Reply

Your email address will not be published. Required fields are marked *