Spread the love

ବାପାପୁଅଙ୍କଆତ୍ମାହୁତିଉଦ୍ୟମ
-ଢେଙ୍କାନାଳ ଏସ୍‌ପି ଅଫିସ ପରିସରରେ ବାପାପୁଅଙ୍କ ଆତ୍ମାହୁତି ଉଦ୍ୟମ
-ସଦର ଥାନା ଭାପୁର ଫାଣ୍ଡି ରାଣୀପାଳ ଗାଁର ବାପାପୁଅଙ୍କ ଆତ୍ମାହୁତି ଉଦ୍ୟମ
-ବାପାଙ୍କ ସହ ଦ୍ବିତୀୟ ବର୍ଷ ଆଇନ୍ ଛାତ୍ରଙ୍କ ଆତ୍ମାହୁତି ଉଦ୍ୟମ
-ଜମି ବିବାଦକୁ ନେଇ ପୋଲିସ ଏକପାଖିଆ ମାମଲା କରିଥିବା ଅଭିଯୋଗ
-ଯାହାକୁ ନେଇ ପୋଲିସ ନିର୍ଯାତନା ଦେଉଥିବା ଅଭିଯୋଗ କରି ଏଭଳି ପଦକ୍ଷେପ
-ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ ବେଳେ ବଞ୍ଚାଇଲେ କର୍ମଚାରୀ
-ଘଟଣାରେ ହସ୍ତକ୍ଷେପ କରି ତଦନ୍ତ କରିବେ ବୋଲି ଏସ୍‌ପିଙ୍କ ପ୍ରତିଶ୍ରୁତି

Leave a Reply

Your email address will not be published. Required fields are marked *