‘photo ANI
ସିଂଘମ IPS’-କେ ଅନାମଲାଇ ୭ ବର୍ଷ ତଳେ IPS ଚାକିରି ଛାଡ଼ି ତାମିଲନାଡୁରେ ବିଜେପି ସଭାପତି ହୋଇଥିଲେ।
ସମୟ ଚକ୍ରରେ ଆଜି ବିଜେପି ଛାଡ଼ିଲେ, ନୂଆ ଦଳ ତିଆରି ଲକ୍ଷ୍ୟରେ…
ତାଙ୍କର ଦଳୀୟ ରାଜନୀତିକୁ ଡେଇଁବା ଠିକ ଥିଲା କି,,,
IPS ଅନ୍ନାମଲାଇଙ୍କ କାହାଣୀ
1. ପୁଲିସ ଜୀବନ – “ସିଙ୍ଗମ ଅନ୍ନାମଲାଇ”
- 2011 ବ୍ୟାଚ୍ IPS ଅଫିସର। କର୍ଣ୍ଣାଟକ କ୍ୟାଡର।
- ଉଡୁପି, ଚିକମଗଳୁର SP ଥିଲେ। ନକ୍ସଲ, ମାଫିଆ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନାଁ ହେଲା।
- ଲୋକେ ତାଙ୍କୁ “କର୍ଣ୍ଣାଟକର ସିଙ୍ଗମ” ଡାକୁଥିଲେ।
2. ଚାକିରି ଛାଡ଼ିବା – ମେ 2019
- ମାତ୍ର 9 ବର୍ଷ ଚାକିରି ପରେ ଇସ୍ତଫା ଦେଲେ। ବୟସ ଥିଲା 35।
- କାରଣ କହିଲେ: “ବ୍ୟବସ୍ଥା ଭିତରେ ରହି ଯେତିକି ପରିବର୍ତନ ଆଣିହେବ, ମୁଁ ଆଣିସାରିଲି। ଏବେ ବାହାରେ ରହି ଲୋକଙ୍କ ସେବା କରିବି”।
3. ରାଜନୀତି –
- ଅଗଷ୍ଟ 2020: BJPରେ ଯୋଗ ଦେଲେ। ନିଜେ ନୂଆ ଦଳ ଗଢ଼ିନାହାନ୍ତି।
- ଜୁଲାଇ 2021: ତାମିଲନାଡୁ BJP ରାଜ୍ୟ ସଭାପତି ହେଲେ। ସବୁଠାରୁ କମ ବୟସରେ।
- 2024 ଲୋକସଭା: କୋଏମ୍ବାଟୁରରୁ ଲଢ଼ିଲେ, ହେଲେ ହାରିଗଲେ।












Leave a Reply