Spread the love

ଜଗତସିଂହପୁର :ଜଟାଧାର ବେଳାଭୂମିରେ ବାଲିଯାତ୍ରା ମହୋତ୍ସବ ବନ୍ଦ ।

ମହୋତ୍ସବ ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହେବାରୁ ଜଟାଧାର ବେଳାଭୂମିରେ BNSSର ୧୬୩ ଧାରା ଲାଗୁ କରିଛି ପ୍ରଶାସନ । ଆସନ୍ତା ୧୫ ତାରିଖରୁ ୧୯ ତାରିଖ ଯାଏଁ ଜଟାଧାର ବେଳାଭୂମିରେ ୪ ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଲାଗିଛି । 

ଜଗତସିଂହପୁର ଏରସମା ତହସିଲଦାର ଓ ଅଭୟଚାନ୍ଦପୁର ପୋଲିସ ରିପୋର୍ଟକୁ ଆଧାର କରି ୧୬୩ ଧାରା ଲଗାଇଲେ ଜଗତସିଂହପୁର SDM ।

Leave a Reply

Your email address will not be published. Required fields are marked *