Spread the love

କେନ୍ଦ୍ରାପଡ଼ା, ପାଟକୁରାରୁ କଲେଜ ଛାତ୍ରୀ ଅପହରଣ
କେନ୍ଦ୍ରାପଡ଼ା, ରତ୍ନାକର ପରିଡା ଦର୍ଶନ ସମୀକ୍ଷା

ଗରଦପୁର ବ୍ଲକ ପାଟକୁରା ଥାନାର ଏକ କିଲୋମିଟର ଦୂରତାରେ ଆଜି ଦିନ ଦଶଟା ସମୟରେ ଦୁଇ ଜଣ କଲେଜ ଛାତ୍ରୀ କୋଚିଙ୍ଗ ସାରି ଘରକୁ ଫେରିବା ସମୟରେ ଯମୁନା ବାଦ ଘାଟ ନିକଟରେ ତିନି ଜଣ ଦୃବୃତ୍ତ ଏକ କାର ଯୋଗେ ଆସି ଜଣେ ଛାତ୍ରୀଙ୍କୁ ଧକ୍କା ମାରି ଆଉ ଜଣେ ଛାତ୍ରୀଙ୍କୁ କାରରେ ଅପହରଣ କରି ନେଇ ଥିଲେ ଏହି ଅଂଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଇ ଯାଇ ଥିଲା ତତକ୍ଷଣାତ ପାଟକୁରା ପୋଲିସ ଖବର ପାଇ ଆକ୍ସନ ମୂଡ଼ରେ ଅପହରଣ କାରୀଙ୍କ ପିଛା କରିବା ସହିତ ସିସି ଟିଭି ଗୁଡିକ ଯାଞ୍ଚ କରି ତ୍ରି୍ତୋଲ ରାସ୍ତା ଦେଇ ଯାଇ ଥିବାର ଖବର ପାଇଥିଲି ଉକ୍ତ କାର ସହ ତିନି ଜଣ ଅଭିଯୁକ୍ତଙ୍କୁ କନ୍ଦରପୁର ରୁ ଛାତ୍ରୀ ସହ ଉଦ୍ଧାର କରାଯାଇଛି ଅଭିଯୁକ୍ତ o ଉକ୍ତ କାର ଅଟକ ରଖା ଯାଇ ଅଧିକ ଅନୁସନ୍ଧାନ ଜାରି ରଖିଛି ଏହି ଦୃଢ଼ କାର୍ଯାନୁଷ୍ଠାନ ଫଳରେ ପୋଲିସର କାର୍ଯ୍ୟ ଦକ୍ଷତାକୁ ପ୍ରମାଣିତ କରୁଛି ସମାଜରେ ଏହି ପରି ଅପରାଧ ରୋକିବା ପାଇଁ ସମସ୍ତଙ୍କର ସଚେତନ ଓ ସହଯୋଗ ଆବଶ୍ୟକ

Leave a Reply

Your email address will not be published. Required fields are marked *