ଓଡ଼ିଆ ପକ୍ଷ ପାଳନ – ୨୦୨୬
ବଡ଼ବିଲ (ଦର୍ଶନ ସମୀକ୍ଷା)
ପୌରପାଳିକା ପକ୍ଷରୁ ପାଳନ ହଉଛି ଓଡ଼ିଆ ପକ୍ଷ।
ଆଜି ବଡବିଲ ପୌରପାଳିକା ପକ୍ଷରୁ ସ୍ଥାନୀୟ ଶିବ ମନ୍ଦିର ଏବଂ ଶନି ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱଚ୍ଛ ଓଡିଶା ଦିବସ ପାଳନ ଅବସରରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ୱଚ୍ଛତା ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।ଏଥିସହିତ ମନ୍ଦିର ଏବଂ ଭୋଗ ବିକ୍ରେତା ମାନଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନ ମଧ୍ୟ କରାଯିବା ସହ ପରିବେସ କୁ ସଫା ରଖିବାକୁ ସଚେତନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବଡ଼ବିଲ ପୌର କାର୍ଯାଳୟ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନୟାକ ବଡ଼ବିଲ ପୌରଦକ୍ଷ ଲକ୍ଷଣ ମହାନ୍ତ ସମସ୍ତ କର୍ମ ଚାରି ଯୋଗ ଦେବା ସହ ବିଭିନ୍ନ ସଙ୍ଘଠନ ର ସଦସ୍ୟ ଯୋଗ ଦେଇଥିଲେ.ଓଡ଼ିଆ ପକ୍ଷ ପାଳନ – ୨୦୨୬ ଅବସରରେ, ବଡବିଲ ପୌରପାଳିକା ପକ୍ଷରୁ ସ୍ଥାନୀୟ ଶିବ ମନ୍ଦିର ଏବଂ ଶନି ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱଚ୍ଛ ଓଡିଶା ଦିବସ – “ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ୱଚ୍ଛତା ଅଭିଯାନ ” ସଫଳତାର ସହ ସମ୍ପନ୍ନ ହୋଇଯାଇଛି।

ଏଥିସହିତ ମନ୍ଦିର ଏବଂ ଭୋଗ ବିକ୍ରେତା ମାନଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନ ମଧ୍ୟ କରାଗଲା।
ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ନିēର୍ବାହୀ ଅଧିକାରୀ
ଆମର ଐତିହ୍ୟ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କର ଏହି ସ୍ୱତଃସ୍ଫୁର୍ତ୍ତ ସହଯୋଗ ପ୍ରଶଂସନୀୟ। ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ଆମେ ସମସ୍ତେ ସଙ୍କଳ୍ପବଦ୍ଧ।ବୋଲି ନିର୍ବାହୀ ଅଧିକାରୀ କହିଥିଲେ।












Leave a Reply