Spread the love

କୁମାରୀ ଶାଏସା ମିଶ୍ରଙ୍କ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ

ଭାରତୀୟ ଷ୍ଟେଟ ବ୍ୟାଙ୍କ୍, ହାଇଦରାବାଦ ରେ ଅବସ୍ଥିତ ଅଧିକାରୀ ସରୋଜ ମିଶ୍ରଙ୍କ ସୂପୁତ୍ରି କୁମାରୀ ଶାଏସା ମିଶ୍ର ସାଇବରାବାଦ ସ୍ଥିତ ଶିଳ୍ପରମାମ ର ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ଏହାକୁ ସହସ୍ରାଧିକ ଦର୍ଶକ ଏହି ନୃତ୍ୟ ପ୍ରଦର୍ଶନକୁ ଉପଭୋଗ କରିଥିଲେ। ହାଇଦ୍ରାବାଦ।(ଦର୍ଶନ ସମୀକ୍ଷ

ଧରୋହର ନୃତ୍ୟ ଏକାଡେମୀ ତରଫରୁ ଏକକ ଓ ସମୂହ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରଯାଇଥିଲା। ଅର୍ପିତା ଦାଶ କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିଲେ। ଗୁରୁ ସୋନାଲି ମହାନ୍ତି ଙ୍କ ଠାରୁ ପ୍ରାୟ ତିନି ବର୍ଷ ହେବ ଶାଏସା ମିଶ୍ର ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରି ଆସୁଛନ୍ତି। କୁମାରୀ ଶାଏସା ହାଇଦ୍ରାବାଦ ର ଗଛିବୋଲି ସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଓ ଭୁବନେଶ୍ବର ରିଜର୍ଭ ବ୍ୟାଙ୍କର ସେବା ନିବୃତ ଅଧିକାରୀ ଆଶୁତୋଷ ଦାଶ ଓ ସୁଜାତା ଦାଶଙ୍କ ନାତୁଣୀ ଅଟନ୍ତି।

Leave a Reply

Your email address will not be published. Required fields are marked *