Spread the love

ଅଗ୍ରଣୀ ଓଡ଼ିଆ ନୀଳାଦ୍ରି ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ।
ତା -21-03-2026
(ଦର୍ଶନ ସମୀକ୍ଷା) ବଡବିଲ
କାଲି ବଡ଼ବିଲ ନୀଳାଦ୍ରି ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତହୋଇଛି ପି ଏଚ ଡି ଠା ରେ ଥିବା ନୀଳାଦ୍ରି କାର୍ଯଳୟ ଠାରେ ସୁନ୍ଦର ଓ ଭବ୍ୟ ପଖାଳ ଦିବସ କରାଯାଇଥିଲା ପଖାଳ ଖାଲି ଓଡିଶା ନୁହେଁ ସାର ବିଶ୍ୱ ରେ ପରିଚିତ ଅଛି, ଏହି ପରିପକ୍ଷ ରେ ଏକ ସଭା ର ଆୟୋଜନ କରା ଯାଇଥିଲା ଏହି ସଭା ରେ ମୁଖ୍ୟ ଅତିଥିଭାବେ ବଡ଼ବିଲ ତହସିଲ ଦାର ରାକେଶ କୁମାର ପଣ୍ଡା ଯୋଗ ଦେବା ସହ ଅତିଥି ଭାବ ରେ ବଡ଼ବିଲ ନିର୍ବାହୀ ଅଧିକାରୀ ରମେଶ କୁମାର ନୟାକ, ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ, ସମାଜ ସେବୀ ଚନ୍ଦ୍ରଗୁପ୍ତ ପ୍ରସାଦ, ଯୋଗ ଦେବା ସହ ଏସଡିପିଓ ଦେବନ୍ଦ୍ର ନାଥ ପିଙ୍ଗୁଆ ଡ଼. ଅଧ୍ୟାପକ ଅସିତ କୁମାର ପ୍ରଧାନ ପଖାଳ ଉପଯୋଗୀତା ଓ ତାର ଉପକାରିତା ଉପରେ ଆଲୋଚନା କରିଥିଲେ ପରେ ସମସ୍ତେ ପଖାଳ ର ମଜା ନେଇଥିଲେ ଏହା କୁ ନୀଳାଦ୍ରି ର ବରିଷ୍ଠ ସଦସ୍ୟ ରାଜକିଶୋର ଦାସ, ମହାୟଶ୍ୱର ରାଉତ, କବିନ୍ଦ୍ର ରଥ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *