ଏପ୍‌ଷ୍ଟିନ୍‌ ଫାଇଲ୍‌ସ//ନରୱେ ପ୍ରଥମ ଦେଶ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଥୋର୍ବ।ନ୍‌ ଯାଗଲାଣ୍ଡ (୧୯୯୬–୧୯୯୭)ଙ୍କୁ ଗୁରୁତର ଆଇନଗତ ଅଭିଯୋଗରେ ଛନ୍ଦିଲା

Spread the love

ଏପ୍‌ଷ୍ଟିନ୍‌ ଫାଇଲ୍‌ସ:

ନରୱେ ପ୍ରଥମ ଦେଶ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଥୋର୍ବ।ନ୍‌ ଯାଗଲାଣ୍ଡ (୧୯୯୬–୧୯୯୭)ଙ୍କୁ ଗୁରୁତର ଆଇନଗତ ଅଭିଯୋଗରେ ଛନ୍ଦିଲା।

ଯାଗଲାଣ୍ଡଙ୍କ ପରିବାର ପାଇଁ ୨୦୧୪ରେ ପାମ୍‌ ବିଚ୍‌ ଯାତ୍ରା, ଉପହାର ଓ ଋଣ, ସବୁକିଛି ଏପ୍‌ଷ୍ଟିନ୍‌ଙ୍କ ଅର୍ଥରେ ହୋଇଥିବା ଅଭିଯୋଗ ହୋଇଛି।
ସେତେବେଳେ (୨୦୦୯–୨୦୧୯) ଯାଗଲାଣ୍ଡ ୟୁରୋପ୍‌ ପରିଷଦରେ ମହାସଚିବ ଥିଲେ।

•Corruption Perceptions Index (CPI) 2025:

•Norway: 4/180 countries Marks: (81/100)
•India: 91/180 countries
Marks: (39/100)

Transparency International

Leave a Reply

Your email address will not be published. Required fields are marked *