Spread the love

ଆଜି ତା-୨୮/୦୭/୨୦୨୪ , ରବିବାର ଦିନ ଯଶଶ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ରେ ସାରା ଦେଶ ଏକତ୍ର ସମ୍ମିଳିତ ହୋଇଛନ୍ତି l ଠିକ ସେହିପରି ଆଜି ଆମ ବ୍ରହ୍ମପୁର ମହାନିଗର ନିଗମ , ଭାରତୀୟ ଜନତା ପାର୍ଟି ର ବ୍ରହ୍ମପୁର ର ପୂର୍ବତନ ସଭାପତି ଶ୍ରୀଯୁକ୍ତ କାହ୍ନୁ ଚରଣ ପତି , ପ୍ରଭାରୀ ରାମ ସାମଲ ଓ ଗାନ୍ଧୀ ନଗର ମଣ୍ଡଳ ର ସଭାପତି ପ୍ରଫୁଲ୍ଲ କୁମାର ପାଣିଗ୍ରାହି ,

ସାଧାରଣ ସମ୍ପାଦକ ତଥା କୃଷକ ମୋର୍ଚ୍ଚା ମିଡିଆ ସେଲ ର ସଭାପତି ରାମନାଥ ଗନ୍ତାୟତ,ସାଧାରଣ ସମ୍ପାଦକ ସଞ୍ଜୟ ମିଶ୍ର , ଉପସଭାପତି କିଶୋର ପାଣିଗ୍ରାହି , ଜ୍ୟୋତି ପାଢ଼ି, ଓ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଙ୍କ ଉପସ୍ଥାପକ ଅଶୋକ ଶୁକ୍ଳା ଓ ସମାଜସେବୀ ପ୍ରଦୀପ ନାୟକ ଙ୍କ ନେତୃତ୍ୱ ରେ ଆଜି ର ମନ୍ କି ବାତ୍ କାର୍ଯ୍ୟକ୍ରମ ସୁଚାରୁ ରୂପେ ସଂପାଦନ ହୋଇଥିଲା l

Related Post

Leave a Reply

Your email address will not be published. Required fields are marked *

You Missed