ଓ୍ବାଶିଂଟନ୍ ପୋଷ୍ଟ (ଆମେରିକାର 5ମ ବଡ଼ ଖବରକାଗଜ) 800 ନ୍ୟୁଜ ରୁମ୍ ସମ୍ବାଦିକରୁ 300 କାଢ଼ିଲା!
•ଚାକିରି ହରାଇଲେ: ଶଶୀ ଥରୁରଙ୍କ ପୁଅ ଇଶାନ୍ ଥରୁର
•ମୋଟ ସମ୍ପତ୍ତି: ପ୍ରାୟ 30 ହଜାର କୋଟି
•ମାଲିକ: ଜେଫ୍ ବେଜୋସ୍ (ଆମାଜନର ମାଲିକ)
•କର୍ମଚାରୀ ସଂଖ୍ୟା: 4,100
•ଅଧିକାଂଶ ବିଦେଶୀ ବ୍ୟୁରୋ ବନ୍ଦ କରାଗଲା, ସ୍ଥାନୀୟ ଖବରକୁ ଗୁରୁତ୍ବ ଓ AI ଯୁଗରେ ଲୋକେ ପଢ଼ିବା କମାଇ ଦେଉଥିବା ଦେଖାଯାଉଛି!












Leave a Reply