ଢେଙ୍କାନାଳ ଗନ୍ଦିଆ ବ୍ଲକ ର ବିଜୁ ଜନତା ଦଳର ସଭାପତି ବରିଷ୍ଟ ନେତା ବିଶ୍ଵନାଥ ଜେନା ଙ୍କ ଦେହାନ୍ତ

Spread the love

ଢେଙ୍କାନାଳ ଗନ୍ଦିଆ ବ୍ଲକ ର ବିଜୁ ଜନତା ଦଳର ସଭାପତି ବରିଷ୍ଟ ନେତା ବିଶ୍ଵନାଥ ଜେନା ଙ୍କ ଦେହାନ୍ତ

ଢେ଼ଙ୍କାନାଳ: ଦେବାଶିଷ ମିଶ୍ର ( ଦର୍ଶନ ସମୀକ୍ଷା)

ବିଶ୍ଵନାଥ ଵାବୁ ଜଣେ ସମାଜସେବୀ ଧର୍ମପରାୟଣ ବ୍ୟକ୍ତି ଥିଲେ l ଗନ୍ଧିଆ ଅଞ୍ଚଳରେ ସମସ୍ତଙ୍କ ର ସେ ଅତି ପ୍ରିୟ ମଣିଷ ଥିଲେ l ଆଜି ତାଙ୍କ ବିୟୋଗ ରେ ସାରା ଜିଲ୍ଲା ରେ ଅପୂରଣୀୟ କ୍ଷତି ଘଟିଲା l ତାଙ୍କ ବିୟୋଗ ରେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ନୃଷ୍ଣିହିଁ ସାହୁ ବରିଷ୍ଟ ନେତା ଡାକ୍ତର ଅବିନାଶ ସାମଲ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅର୍ଚ୍ଚନା ପୁହାଣ ଉପ ନଗରପାଳ ପ୍ରକାଶ କୁଅଁର ବରିଷ୍ଟ ନେତା ନରୋତ୍ତମ ସାହୁ ସରପଂଚ ପ୍ରଦୀପ ରାଉତ ବରିଷ୍ଟ ନେତା ଦେବାଶିଷ ମିଶ୍ର ବିଜୁ ଜନତା ଦଳର ସମସ୍ତ ନେତ୍ରୁବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l

ଶ୍ରୀ ଜେନା ଜଣେ ଭଲ ସ୍ନେହୀ ଦରଦୀ ମଣିଷ ଥିଲେ ସମସ୍ତ ବ୍ୟକ୍ତିଙ୍କ ସେବା କରିବା ତାଙ୍କର ପରମ ଧର୍ମ ଥିଲା ଆଜି ତାଙ୍କ ବାୟୋଗ ରେ ଜିଲା ର ଅପୂରଣୀୟ କ୍ଷତି ଘଟିଲା ବୋଲି ପୂର୍ବତନ ବିଧାୟକ ସାମଲ ପ୍ରକାଶ କରିଛନ୍ତି ଓ ତାଙ୍କ ପରିବାର କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ଶାନ୍ତି ପାଇଁ ଭଗବାନ ନିକଟରେ ପlର୍ଥନା କରିଛନ୍ତି ସମିତି ସଭ୍ୟ ବଳରାମ ପରିଡ଼ା ପୂର୍ବତନ ସରପଂଚ ଶୁଭଦର୍ଶିନି ପରିଡ଼ା ସମାଜ ସେବୀ ତାପସ ରାଉତ ଙ୍କ ସହିତ ବରିଷ୍ଟ ନେତା ନବ କିଶୋର ସାମଲ ଲକ୍ଷ୍ମୀଧର ରଥ ମଙ୍ଗରାଜ ବାରିକ ବେଣୁଧର ପାତ୍ର ପ୍ରଭୁତି ଅନେକ ବରିଷ୍ଟ ନେତା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l

Leave a Reply

Your email address will not be published. Required fields are marked *