୧୯୬୨ର ଭାରତ-ଚୀନ ଯୁଧ୍ୟ ପରେ ‘ଏ ମେରେ ୱତନ କେ ଲୋଗୋଁ…’ଗୀତଟିକୁ ପ୍ରଥମେ AIR (All India Radio) ବଜାଇବାକୁ ମନା କରିଥିଲା।ଗୀତ ଶୁଣି ପ୍ରଧାନମନ୍ତ୍ରୀ ନେହରୁ କାନ୍ଦିଥିଲେ

Spread the love

୧୯୬୨ର ଭାରତ-ଚୀନ ଯୁଧ୍ୟ ପରେ ‘ଏ ମେରେ ୱତନ କେ ଲୋଗୋଁ…’ଗୀତଟିକୁ ପ୍ରଥମେ AIR (All India Radio) ବଜାଇବାକୁ ମନା କରିଥିଲା।
ପରେ ଏହା ଏତେ ଲୋକପ୍ରିୟ ହୋଇଥିଲା ଯେ AIR ଗୀତଟିକୁ ବହୁବାର ବଜାଇଥିଲା!

ଏ ଗୀତ ଲେଖିଥିବା କବି ପ୍ରଦୀପ, ଗାୟିକା ଲତା ମଙ୍ଗେଶକର…କୌଣସି ଟଙ୍କା ନେଇନଥିଲେ।
କନସର୍ଟରେ ଏହି ଗୀତ ଶୁଣି ପ୍ରଧାନମନ୍ତ୍ରୀ ନେହରୁ କାନ୍ଦିଥିଲେ। ଲତା କହିଥିଲେ, ହଜାରେ ଗୀତରୁ ଏହି ଗୋଟିଏ ଗୀତ ପାଇଁ ଲୋକେ ମୋତେ ମନେ ରଖିଲେ ଯଥେଷ୍ଟ…

Leave a Reply

Your email address will not be published. Required fields are marked *