ଆମେରିକାର `ଜେଫ୍ରି ଏପଷ୍ଟାଇନ୍ ଫାଇଲ୍ସ’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ,ସଂସଦରେ ଆଲୋଚନା ପାଇଁ ନୋଟିସ୍ ଦେଲା କଂଗ୍ରେସ, ସୋସିଆଲାଇଟ୍ ଏପଷ୍ଟାଇନ୍ 30 ଲକ୍ଷ ପୃଷ୍ଠା ଫାଇଲରେ ରହିଛି ବିଲ୍ ଗେଟ୍ସଙ୍କ ବ୍ୟଭିଚାର, ଟ୍ରମ୍ପ୍ଙ୍କ ବିରୋଧରେ ଅଭିଯୋଗ ଇତ୍ୟାଦି

Spread the love

ଆମେରିକାର `ଜେଫ୍ରି ଏପଷ୍ଟାଇନ୍ ଫାଇଲ୍ସ’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ

ସଂସଦରେ ଆଲୋଚନା ପାଇଁ ନୋଟିସ୍ ଦେଲା କଂଗ୍ରେସ

`ମୋଦୀ ଜୁଲାଇ 2017ରେ ଆମେରିକା ଦେଇ ଇସ୍ରାଏଲ ଯାଇଥିଲେ। ଏହା ଜଣେ ଦୋଷୀ (ଏପଷ୍ଟାଇନ୍)ର ତୁଚ୍ଛ ଚିନ୍ତା (trashy ruminations)’- ବିଦେଶ ମନ୍ତ୍ରଣାଳୟ

ସୋସିଆଲାଇଟ୍ ଏପଷ୍ଟାଇନ୍ 30 ଲକ୍ଷ ପୃଷ୍ଠା ଫାଇଲରେ ରହିଛି ବିଲ୍ ଗେଟ୍ସଙ୍କ ବ୍ୟଭିଚାର, ଟ୍ରମ୍ପ୍ଙ୍କ ବିରୋଧରେ ଅଭିଯୋଗ ଇତ୍ୟାଦି

ଆମେରିକାରେ 70 ଏକର ଜମିରେ ଘରୋଇ ଦୀପ କରି ଡାରେନାରେ କରୁଥିଲା ଏପଷ୍ଟାଇନ୍

Leave a Reply

Your email address will not be published. Required fields are marked *